Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ମାଟିରେ ବହୁ କୃତ୍ତି ସନ୍ତାନ ଜନ୍ମ ନେଇଛନ୍ତି : ଆରୁଖ

by ସଞ୍ଜୟ ସ୍ୱାଇଁ
December 28, 2019
in Entertainment
ନୟାଗଡ଼ ମାଟିରେ ବହୁ କୃତ୍ତି ସନ୍ତାନ ଜନ୍ମ ନେଇଛନ୍ତି : ଆରୁଖ
42
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଆଜି ଉଦ୍ଯାପିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ନୟାଗଡ଼ ମାଟିରେ ବହୁ କୃତ୍ତି ସନ୍ତାନ ଜନ୍ମ ନେବା ସହ ପାରଦର୍ଶିତା ଲାଭ କରିଥିବା କହିଛନ୍ତି । ନୟାଗଡ଼ କବି ସମ୍ରାଟ ଉପେନ୍ଦ୍ର ଭଂଜଙ୍କ କର୍ମଭୂମି ଭାବେ ପରିଚିତ ହୋଇଥିବା ବେଳେ ଉତ୍କଳ ଘଣ୍ଟା ଯଦୁମଣୀ ମହାପାତ୍ର, ବିଶ୍ୱ ବିଖ୍ୟାତ ଜ୍ୟୋର୍ତି ବିଜ୍ଞାନୀ ପଠାଣି ସାମନ୍ତଙ୍କ ପାଇଁ ପରିଚିତ ଲାଭ କରିଛି । ଓଙ୍ଗ଼ିଶାର ଅନ୍ୟ ସ୍ଥାନ ଗୁଡ଼ିକ ମଧ୍ୟରୁ ନୟାଗଡ଼ ସ୍ୱତନ୍ତ୍ର ବୋଲି ମନ୍ତ୍ରୀ ଆରୁଖ କହିବା ସହ ଏଠାରେ ବାରମାସରେ ତେର ପର୍ବ ପାଳନ ହୋଇଥାଏ ବୋଲି କହିଛନ୍ତି । ସେହିଭଳି ୩୦ଟି ଜିଲ୍ଲାରୁ କଳା, ସଂସ୍କୃତି, ଐତିହ୍ୟରେ ନୟାଗଡ଼ ଆଗୁଆ ବୋଲି ମନ୍ତ୍ରୀ କହିବା ସହ ରଘୁଦିବାକରଙ୍କ ଭଳି ଅନେକ ସ୍ୱାଧିନତା ସଂଗ୍ରାମୀଙ୍କର ଜନ୍ମ ଏହି ମାଟିରେ ହୋଇଥିବା ନେଇ ସ୍ମୃତିଚାରଣ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!