Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦୀନ ଦ୍ୱିପ୍ରହରେ ନୟାଗଡ଼ ଶ୍ରୀରାମ ନଗରରୁ ପୁଣି ଚୋରି

by ସଞ୍ଜୟ ସ୍ୱାଇଁ
January 13, 2025
in Nayagarh, State
ଦୀନ ଦ୍ୱିପ୍ରହରେ ନୟାଗଡ଼ ଶ୍ରୀରାମ ନଗରରୁ ପୁଣି ଚୋରି
257
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଖଣ୍ଡପଡା ରୋଡ ନୀଳମାଧବ କଲ୍ୟାଣୀ ମଣ୍ଡପ ନିକଟସ୍ଥ ଶ୍ରୀରାମ ନଗରରୁ ଆଜି ଦିନ ୪ଟା ବେଳେ ଚୋରି ହୋଇଛି । ଚୋର ମାନେ ଏକ ଲାପ୍‌ଟପ ସହ ଟାବଲେଟ ଚୋରି କରି ନେଇଛନ୍ତି । ସୁଚନାନୁସାରେ ଘରର ମାଲିକ ଶରତ କୁମାର ପ୍ରଧାନ ନୟାଗଡ଼ ପୋଷ୍ଟ ଅଫିସରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ପତ୍ନୀ ଗୀତାଞ୍ଜଳି ବିଶ୍ୱାଳ ଖଣ୍ଡପଡା ଆଶ୍ରମ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି । ତାଙ୍କ ଘରେ ଶରତଙ୍କ ଶାଶୁ ରହନ୍ତି । ୪ଟା ବେଳେ ତାଙ୍କ ଶାଶୁ ଗାଧୁଆ ଘରକୁ ଯାଇଥିବାବେଳେ ହଠାତ ଚୋରି ହୋଇଥିଲା । ସ୍ୱାମୀ ସ୍ତ୍ରୀ ଘରକୁ ପଶିଲା ପରେ ଲାପଟପ ଓ ଟାବ୍‌ଲେଟ ନଥିବା ଦେଖିବାକୁ ମିଳିଥିଲା । ଗତ ଏକ ବର୍ଷ ତଳେ ଉକ୍ତ ଲେନରୁ ଆର.ଏମସି ର ସମ୍ପାଦକ ସୁଦାମ କୁମାର ନାୟକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି ହୋଇଥିଲା । ଏହି ଘଟଣାରେ କୌଣସି ଦୁବୃତ ଧରା ପଡିନଥିବା ବେଳେ ଆଜି ସେହି ସମାନ ଲେନରୁ ଦିନ ଦ୍ୱିପ୍ରହରେ ଚୋରି ହୋଇଥିବାରୁ ଲେନ ବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!