Thursday, October 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଣି ଗଡ଼ିଲା ମୁଣ୍ଡ

by ସଞ୍ଜୟ ସ୍ୱାଇଁ
February 20, 2020
in Feature News
ପୁଣି ଗଡ଼ିଲା ମୁଣ୍ଡ
15
VIEWS
Share on FacebookShare on Twitter

ଖମାରିସାହି ସଂପାଦକ ନିଲମ୍ବିତ, ଡିଇଓ ବହିଃସ୍କୃତ

ନୟାଗଡ଼, (ବାଘୁଆବାର୍ତ୍ତା): ତଞ୍ଚକତା କରି ଖମାରିସାହି ସମବାୟ ସମିତିରେ ଧାନ କିଣାବିକା ଘଟଣାର ହୋଇଛି ବଡ଼ କାର୍ଯ୍ୟାନୁଷ୍ଠନ । ସମବାୟ ସମିତି ସଂପାଦକଙ୍କୁ କାର୍ଯ୍ୟାରୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି । ସେହିଭଳି ସମିତିରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟରଙ୍କୁ କାର୍ଯ୍ୟରୁ ବହିଃଷ୍କୃତ କରାଯାଇଥିବା ବେଳେ ଦାୟିତ୍ୱରେ ଥିବା ସମବାୟ ନିରିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି । ସୂଚନାନୁସାରେ, ଚାଷୀମାନେ ନିଜ ଜମିରେ ଉତ୍ପାଦିଦ ଧାନକୁ ମଣ୍ଡିରେ ବିକ୍ରି କରି ପାରୁନଥିବା ବେଳେ ଚାଷୀଙ୍କ ଠାରୁ ପଟା ନେଇ ଜଣେ ଦଲାଲ୍ ମଣ୍ଡି ଦାୟିତ୍ୱରେ ଥିବା ଖମାରିସାହି ସମବାୟ ସମିତି ସଂପାଦକଙ୍କ ସହାୟତାରେ ହେରାଫେରି କରିଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସମବାୟ ବିଭାଗ ନିର୍ଦ୍ଦେଶ ନଂ ୯ ଅନୁଯାୟୀ ଏଠାରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର ସୁରେଶ ମାର୍ଥାଙ୍କୁ କାର୍ଯ୍ୟରୁ ବହିଃଷ୍କୃତ କରାଯାଇଥିବା ବେଳେ କ୍ୟାମ୍ପ ଅର୍ଡ଼ର ନଂ ୧ ଅନୁଯାୟୀ ଖମାରିସାହି ସମବାୟ ସମିତି ସଂପାଦକ ପ୍ରଫୁଲ ଚନ୍ଦ୍ର ବିଶ୍ୱାଳଙ୍କୁ ନିଲମ୍ବନ କରାଯାଇଛି । ସେହିଭଳି ଭାବେ ଏହି ସମବାୟ ସମିତି ଦାୟିତ୍ୱରେ ଥିବା ସମବାୟ ନିରୀକ୍ଷକଙ୍କୁ କାରଣ ଦର୍ଶାଆ ନୋଟିସ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!