Sunday, July 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆର.ଆଇ, ପୁଲିସ, ତହସିଦାରଙ୍କୁ ଟଙ୍କା ଦଉଛୁ !

by ସଞ୍ଜୟ ସ୍ୱାଇଁ
January 6, 2020
in Society
ଆର.ଆଇ, ପୁଲିସ, ତହସିଦାରଙ୍କୁ ଟଙ୍କା ଦଉଛୁ !
31
VIEWS
Share on FacebookShare on Twitter

ପାହାଡ଼ ନଷ୍ଟ ନେଇ ବୃନ୍ଦାବନପୁର ଗ୍ରାମବାସୀଙ୍କ ଅଭିଯୋଗ

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସଦର ବ୍ଲକ ଅନ୍ତର୍ଗତ ବୃନ୍ଦାବନପୁରଠାରେ ଥିବା ଲଣ୍ଡାପାହାଡ଼ରେ ଜଙ୍ଗଲ ବିଭାଗ ଏବଂ ଗ୍ରାମବାସସୀଙ୍କ ମିତିତ ଉଦ୍ୟମରେ ବିଗତ ଦିନରେ ବୃକ୍ଷୋରୋପଣ କରାଯାଇ ସବୁଜିମା ସୃଷ୍ଟି ହୋଇଥିଲା । ମାତ୍ର କିଛି ଅସାମାଜିକ ବ୍ୟକ୍ତି ଉକ୍ତ ପାହାଡ଼କୁ ଜେସିବି ଦ୍ୱାରା ଖୋଳିବା ସହ ଗଛଲତା କାଟି ନଷ୍ଟ କରିଥିବା ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ମୋରମ ବ୍ୟବସାୟ କରିବା ଉଦ୍ଦେଶ୍ୟରେ ଏହି ଅସମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ନେଇ ଗ୍ରାମବାସୀମାନେ ଅଭିଯୋଗ କରିବା ସହ କମ୍ପ୍ରେସର ମେସିନ ଦ୍ୱାରା ପାହାଡ଼ ଫଟା ଯାଉଥିବାରୁ ଜୀବନ ପ୍ରତି ବିପଦ ରହିଛି । ଏନେଇ ଗ୍ରାମବାସୀଙ୍କ ତରଫରୁ ଉକ୍ତବ୍ୟକ୍ତିଙ୍କୁ ପଚାରିବା ବେଳେ ସେମାନେ ଆରଆଇ, ପୁଲିସ ଓ ତହସିଲଦାରଙ୍କୁ ଟଙ୍କା ଦେଉଥିବା ନେଇ ମନ୍ତବ୍ୟ ଦେଉଛନ୍ତି ବୋଲି ବୃନ୍ଦାବନପୁର ବାସୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!