Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ପାଲଟିଲାଣି ‘ନିଆଁଗଡ଼’

by ସଞ୍ଜୟ ସ୍ୱାଇଁ
May 12, 2025
in Accident, Nayagarh
ନୟାଗଡ଼ ପାଲଟିଲାଣି ‘ନିଆଁଗଡ଼’
315
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ପାଲଟିଲାଣି ନିଆଁଗଡ଼ । ଲଗାତର ଭାବେ ୩ ଦିନ ଧରି ନୟାଗଡ଼ର ତାପମାତ୍ର ୪୨ ଡିଗ୍ରୀ ସେଲସିୟସ ରହୁଥିବା ବେଳେ ପାହାଡ଼ ଓ ପର୍ବତ ଘେରା ନୟାଗଡ଼ ଜିଲ୍ଲାରେ ଅସହ୍ୟ ଗୁଳୁଗୁଳି ଲୋକଙ୍କୁ ଘରୁ ବାହାରିବାକୁ ସୁଯୋଗ ଦେଉନି । ବିଦ୍ୟୁତ୍ ବିଭ୍ରାଟ ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିଛି । ଲଗାତର ଭାବେ ବିଦ୍ୟୁତ୍ କାଟ ଓ ଲୋ ଭୋଲଟେଜ ସମସ୍ୟା ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରିଛି । ନୟାଗଡ଼ ସହର ସମେତ ଜିଲ୍ଲାର ଅନେକ ସହରରେ ଫ୍ୟାନ ଘୁରୁନଥିବା ଅଭିଯୋଗ ହେଉଛି । ମାତ୍ରଧିକ ପରିମାଣର ଏସି ଲଗାଯିବା ଦ୍ୱାରା ଲୋ ଭୋଲଟେଜ ସମସ୍ୟା ଉତ୍କଟ ପରିସ୍ଥିତି ସୃଷ୍ଟି କରିଛି । ଭିତ୍ତିଭୂମୀକୁ ସୃଦୃଢ଼ କରିବାରେ ବିଦ୍ୟୁତ୍ ବିଭାଗର ଅବହେଳା ପାଇଁ ଏଭଳି ସମସ୍ୟା ହୋଇଛି । ଚଳିତ ବର୍ଷ ପ୍ରବଳ ଖରା ସାଙ୍ଗକୁ ତାପମାତ୍ର ବୃଦ୍ଧି ଚାଷ କାର‌୍ୟ୍ୟରେ ବାଧକ ସୃଷ୍ଟି ହୋଇଛି । କାଳବୈଶାଖି ପ୍ରଭାବରେ ହେଉଥିବା ବର୍ଷା ବନ୍ଦ ହୋଇଯାଇଥିବା ବେଳେ ମୈାସୁମୀ ଏକମାତ୍ର ଭରସା ବୋଲି ଆଲୋଚନା ହେଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!