Thursday, March 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୫୦ କେଜି ଗଞ୍ଜେଇ ଓ କାର ଜବତ

by ସଞ୍ଜୟ ସ୍ୱାଇଁ
October 12, 2020
in Crime, Nayagarh
୫୦ କେଜି ଗଞ୍ଜେଇ ଓ କାର ଜବତ
1.2k
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ମହୀପୁର ଫାଣ୍ଡି ପୁଲିସ ଏକ କାର ଏବଂ ୫୦ କେଜି ଗଞ୍ଜେଇ ଜବତ କରିଥିବା ଜଣାଯାଇଛି । ସୂଚନାନୁସାରେ, ଗତକାଲି ରାତିରେ ମହୀପୁର ଫାଣ୍ଡି ଅନ୍ତର୍ଗତ ମାଳିସର ଗ୍ରାମ ନିକଟରେ ଏକ ମାରୁତି ସୁଜିକ୍ ସ୍ୱିଫ୍ଟି ଡିଜାୟାର କାର ସନ୍ଦେହ ଜନକ ଅବସ୍ଥାରେ ଠିଆ ହୋଇଥିଲା । ଏନେଇ ପୁଲିସ ଖବରପାଇ ଘଟଣାସ୍ଥଳରେ ପହଂଚି ଏହାର ଡିକି ଯାଂଚ କରିଥିବା ବେଳେ ସେଥିରେ ୩ଟି ଜରି ବସ୍ତା ରହିଥିଲା । ପୁଲିସ ଏହି ଗାଡ଼ି ଏବଂ ବସ୍ତାକୁ ଫାଣ୍ଡିକୁ ଆଣି ମାଜିଷ୍ଟେଡ୍‌ଙ୍କ ଉପସ୍ଥିତିରେ ଯାଂଚ କରିବା ପରେ ସେଥିରେ ୫୦ କେଜି ୨୦୦ ଗ୍ରାମ ଗଞ୍ଜେଇ ରହିଥିବା ଜଣାପଡ଼ିଥିଲା । ପୁଲିସ ଗାଡ଼ି, ଗଞ୍ଜେଇ ଏବଂ ଗାଡ଼ି ଭିତରେ ରହିଥିବା ବିଭିନ୍ନ ବ୍ୟାଙ୍କ ପାସବୁକ୍ ଏବଂ ଏଟିଏମ୍ କାଡ଼ ଜବତ କରିଥିବା ଜଣାଯାଇଛି । ଏହି ଘଟଣାର ତଦନ୍ତ ନୟାଗଡ଼ ଏସ୍‌ଡିପିଓ ନୀରଞ୍ଜନ ପାଢ଼ୀ କରୁଥିବା ବେଳେ ଚଢ଼ାଉରେ ମହୀପୁର ଫାଣ୍ଡି ଅଧିକାରୀ ରମେଶ ଦେବତା, ଏଏସ୍‌ଆଇ ପ୍ରମୋଦ କୁମାର ନନ୍ଦ ପ୍ରମୂଖ ସାମିଲ ହୋଇଥିଲେ । ଏହି ଘଟଣାରେ କାହାରିକୁ ଗିରଫ କରାଯାଇନଥିବା ସୂଚନା ମିଳିଛି ।

ବାଲେଶ୍ୱରର ତାତି ନୟାଗଡରେ

ବାଲେଶ୍ୱରର ତାତି ନୟାଗଡରେ

August 29, 2025
ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

ବାୟକ ସମ୍ରାଟ ଗୋବର୍ଦ୍ଧନ ବେହେରାଙ୍କ ପରଲୋକ

August 29, 2025
ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

ସାପ କାମୁଡାରେ ମହିଳାଙ୍କ ମୃତ୍ୟୁ

July 12, 2025
ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

ସତ୍ୟବ୍ରତ ନାୟକ କଂଗ୍ରେସ ଦଳର ନୂତନ ସଭାପତି         

July 1, 2025
ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

ଜାତୀୟ ବିଦ୍ୟୁତ  ସୁରକ୍ଷା ସପ୍ତାହ -୨୦୨୫ ଅନୁଷ୍ଠିତ 

July 1, 2025

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!