ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ସଂନ୍ଧ୍ୟାରେ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୪୩ ଆକ୍ରାନ୍ତ ବାଦ ଗଣିଆ ବ୍ଲକରୁ ଆଉ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଖବର ମିଳିଛି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ପୁଲିସ କର୍ମଚାରୀ ରହିଥିବା ଜଣାଯାଇଛି । ଫଳରେ ଆଜିର ଆକ୍ରାନ୍ତ ସଂଖ୍ୟାରେ ଆଉ ୮ ଯୋଡ଼ି ହୋଇ ୫୧ ବୋଲି ଜଣାଯାଇଛି ।






