Monday, July 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜଳୁଛି ନୟାଗଡ଼ ଜଙ୍ଗଲ

by ସଞ୍ଜୟ ସ୍ୱାଇଁ
March 7, 2021
in Breaking, Feature News, Nayagarh
ଜଳୁଛି ନୟାଗଡ଼ ଜଙ୍ଗଲ
440
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ଜଙ୍ଗଲ ପାହାଡ଼ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ନୟାଗଡ଼ ଜିଲ୍ଲା । ଜିଲ୍ଲାକୁ ଘେରି ରହିଛି ଜଙ୍ଗଲ ପାହାଡ଼ । ସେହି ଜଙ୍ଗଲ ପାହାବ ଏବେ ଜଳୁଛି । ନୟାଗଡ଼ ବନଖଣ୍ଡ ଅଧିନରେ ଥିବା ପ୍ରାୟତଃ ଜଙ୍ଗଲରେ ଲାଗିଛି ଭୟାନକ ନିଅାଁ । ତେବେ ଜଙ୍ଗଲରେ ଲାଗିଥିବା ନିଅାଁ ଏତେ ଭୟାବହ ଥିଲା ଯେ, ନୟାଗଡ଼ ଉପକଣ୍ଠ ଦୀର୍ଘ ସମୟ ଧରି ନିଅାଁର ଧୂଆଁରେ ଘେରି ରହିଥିଲା ଅନ୍ଧାର । ଏବଂ ସମସ୍ତଙ୍କ ଆଖିରୁ ଝରାଇ ଥିଲା ଲୁହ । ତେବେ ଜଙ୍ଗଲରେ ଏଭଳି ଭୟାବହ ନିଅାଁ ଲାଗିବା ଦ୍ୱାରା ବନ ବିଭାଗର ସମସ୍ତ କର୍ମଚାରୀଙ୍କ ନିଅାଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ କେତେକ ଅସାଧୁ ମାଫିଆମାନଙ୍କ ଲାଗି ଏପରି ଅଗ୍ନକାଣ୍ଡ ଘଟୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!