Monday, April 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ତିନି ଭାଇ ସମେତ, ଚାରି ଗିରଫ

by ସଞ୍ଜୟ ସ୍ୱାଇଁ
February 7, 2020
in Feature News
ତିନି ଭାଇ ସମେତ, ଚାରି ଗିରଫ
28
VIEWS
Share on FacebookShare on Twitter

୧୦ ଲିଟର ଦେଶୀ ମଦ ଜବତ

ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ବାଣିଗୋଚ୍ଛା ଅଂଚଳରୁ ଅବକାରୀ ବିଭାଗ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରିବା ସହ ୧୦ ଲିଟର ୫ ଶହ ମିଲିଲିଟର ଦେଶୀ ମଦ ଜବତ କରିଛି । ସୂଚନାନୁସାରେ, ବାଣିଗୋଚ୍ଛା ଅନ୍ତର୍ଗତ ଗୁର୍ହା ଗ୍ରାମର ଦାଶରଥି ନାୟକଙ୍କ ତିନିପୁଅ ଦେଶୀ ମଦ ବେପାର କରୁଥିବା ନେଇ ଅବକାରୀ ବିଭାଗ କୈାଣସି ସୁତ୍ରରୁ ଖବର ପାଇ ଚଢ଼ାଉ କରୁଥିଲା । ଚଢ଼ାଉ ସମରେ ଲଖିଆ ନାୟକଙ୍କଠାରୁ ୨.୬ ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ତାଙ୍କ ଭାଇ ଲକ୍ଷ୍ମଣ ନାୟକଙ୍କଠାରୁ ୨.୮ ଲିଟର ମଦ ଜବତ କରାଯାଇଛି । ସେହିପରି ଅନ୍ୟ ଏକ ଭାଇ ପାଣ୍ଡବ ନାୟକଙ୍କ ଠାରୁ ୨.୬ ଲିଟର ମଦ ଜବତ କରାଯାଇଛି । ସମାନ ଢଙ୍ଗରେ ଅବକାରୀ ବିଭାଗ କୁଜାମେଣ୍ଢି ଗ୍ରାମର ଶଙ୍କର ନାୟକଙ୍କ ପୁଅ ଶ୍ୟାମଘନ ନାୟକଙ୍କଠାରୁ ୨.୫ ଲିଟର ମଦ ଜବତ କରିବା ସହ ଗିରଫ କରିଛି । ଏଥି ସହିତ ବୃତଙ୍ଗ ନଦୀ କଙ୍ଗ଼ରେ ମଦ ରାନ୍ଧିବା ପାଇଁ ରଖା ଯାଇଥିବା ୨ ଶହ ଲିଟର ପୋଚକୁ ବିଭାଗ ପକ୍ଷରୁ ନଷ୍ଟ କରାଯାଇଥିବା ସୂଚନା ମିଳିଛି । ଉପରୋକ୍ତ ଚାରି ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି । ଦଶପଲ୍ଲା ଅବକାରୀ ଥାନା ଅଧିକାରୀ ସତ୍ୟ ନାରାୟଣ ଦାଶଙ୍କ ନେତୃତ୍ୱରେ ହୋଇଥିବା ଏହି ଚଙ୍ଘାଉରେ ହରପ୍ରିୟା ମଲ୍ଲୀକ, ଶରତ ଚନ୍ଦ୍ର ପରିଡ଼ା, ସୁବାଷ ଚନ୍ଦ୍ର ସେଠୀ ପ୍ରମୂଖ ସାମିଲ ହୋଇଥିଲେ ।

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

ଡ଼ିଏଭି ପବ୍ଲିକ ସ୍କୁଲରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର:୪୦ ୟୁନିଟ୍ ରକ୍ତ ସଂଗ୍ରହ

April 19, 2026
୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

୨୦ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍ ଛୁଟି:ପରବର୍ତ୍ତୀ ସମୟରେ ବଢ଼ିପାରେ !

April 19, 2026
ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!