ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମକରନ୍ଦ ବେଉରାଙ୍କ ବଦଳି ହୋଇଛି। କଟକ ସିଡିଏମଓ ଭାବେ ତାଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିବା ବେଳେ ନୟାଗଡ଼ ସିଡିଏମଓ ଭାବେ ଡା. ରମାକାନ୍ତ ପଣ୍ଡାଙ୍କୁ ବଦଳି ହୋଇଛି। ସେ ପୂର୍ବରୁ କ୍ୟାପିଟାଲ ହପିଟାଲରେ କାର୍ଯ୍ୟ କରୁଥିଲେ।