ନୟାଗଡ଼, (ବାଘୁଆବାର୍ତ୍ତା) : ଜିଲ୍ଲାର ଆଜି ଚିହ୍ନଟ ହୋଇଥିବା ସମସ୍ତ ୧୦୬ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଥିବା ବେଳେ ଏମାନଙ୍କ ମଧ୍ୟରେ ଭାପୁର ବ୍ଲକରୁ ୧୭ ଜଣ, ଦଶପଲ୍ଲା ୧୧, ଗଣିଆ ବ୍ଲକରୁ ଜଣେ, ଖଣ୍ଡପଡ଼ା ବ୍ଲକରୁ ୧୦ ଜଣ, ନୟାଗଡ଼ ୩ ଜଣ, ନୂଆଗାଁ ବ୍ଲକରୁ ୧୮ ଜଣ, ଓଡ଼ଗାଁ ବ୍ଲକରୁ ୨୭ ଜଣ, ରଣପୁର ବ୍ଲକରୁ ୧୧ ଜଣ, ଏବଂ ନୟାଗଡ଼ ପୈାରାଞ୍ଚଳରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।





