ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ଆଜି ୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରେ ଭାପୁର ବ୍ଲକରୁ ୫ ଜଣ, ଦଶପଲ୍ଲା ୮, ଗଣିଆ ବ୍ଲକରୁ ୯ ଜଣ, ଖଣ୍ଡପଡ଼ା ୨ ଜଣ, ନୟାଗଡ଼ ୨ ଜଣ, ନୂଆଗାଁ ୨ ଜଣ, ଓଡ଼ଗାଁ ୧୬, ରଣପୁର ବ୍ଲକରୁ ୧୫ଏବଂ ନୟାଗଡ଼ ପୈାରାଞ୍ଚଳରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।






