Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କିଛି ଶିକ୍ଷିତ ପାଲଟିଲେଣି ଅଶିକ୍ଷିତ…

by ସଞ୍ଜୟ ସ୍ୱାଇଁ
April 7, 2020
in Lifestyle
କରୋନା ନିୟମ ଉଲଘଂନକୁ ନେଇ ୫୯ ମାମଲା
35
VIEWS
Share on FacebookShare on Twitter

ବସଷ୍ଟାଣ୍ଡରେ ଅସମାଜିକଙ୍କୁ ପାର କରାଇବାକୁ ଜମୁଛି ଆଡ୍ଡା

ନୟାଗଡ଼,(ବାଘୁଆବାର୍ତ୍ତା): କରୋନାକୁ ନେଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହେଇଥିବା ବେଳେ ସରକାରା ସଂମ୍ପୁର୍ଣ୍ଣ ଭାରତକୁ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏହି ପ୍ରରିପ୍ରେକ୍ଷିରେ ନୟାଗଡ଼ରେ କଟକଣା ଲାଗୁ କରାଯାଇଥିବା ବେଳେ ସହରର କିଛି ଶିକ୍ଷିତ ବ୍ୟକ୍ତିଙ୍କ ଜାଣିଶୁଣି ଅଶିକ୍ଷିତତାର ପରିଚୟ ଦେଉଥିବା ନେଇ ଚର୍ଚ୍ଚା ଚାଲିଛି । କିଛି ଅସମାଜିକ ବ୍ୟକ୍ତିଙ୍କୁ ପୁଲିସ ଯାଂଚରୁ ଖସେଇବା ପାଇଁ ଏହି ଆଡ୍ଡା ଜମା ଯାଉଥିବା ସୂଚନା ମିଳିଛି । ସୂଚନାନୁସାରେ, ନୟାଗଡ଼ ପୁରୁଣା ବସଷ୍ଟାଣ୍ଡକୁ ପ୍ରଶାସନ ତରଫରୁ ବିଶୋଧନ କରାଯାଇଛି । ଏହି ସ୍ଥାନରେ ପୁଲିସ କର୍ମଚାରୀମାନେ ବସା ଉଠା କରିବାକୁ ବ୍ୟବସ୍ଥା କରାଯାଇଛି । ମୁଖ୍ୟ ଟ୍ରାଫିକ ଛଳରେ କଡ଼ାକଡ଼ି ଯାଂଚ କରାଯାଉଛି । ମାତ୍ର ପ୍ରତ୍ୟେକ ଦିନ ସଂନ୍ଧ୍ୟାରେ ଏଠାରେ ପୁଲିସ କର୍ମଚାରୀଙ୍କ ସହ ସାମ୍ବାଦିକ ଏବଂ ଅନ୍ୟ କିଛି ଶିକ୍ଷିତ ବ୍ୟକ୍ତି ଏଠାରେ ଆଡ୍ଡା ଜମାଉଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଖଳ ପ୍ରକୃତିର ଲୋକ କିଛି ଅସମାଜିକ ବ୍ୟକ୍ତିଙ୍କୁ ପୁଲିସ ଯାଂଚରୁ ଖସାଇବାକୁ ସେଠାରେ ଆଡ୍ଡା ମାରିବା ସହ ଭିତିରିଆ ଖେଳ କରୁଥିବା ସୂଚନା ମିଳିଛି । ସହରକୁ ଲକ୍ ଡାଉନ୍ ଘୋଷଣା କରାଯାଇଥିବା ବେଳେ ଦିନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦୀର୍ଘ ୬ ଘଣ୍ଟା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣାବିକା ପାଇଁ କୋହଳ କରାଯାଇଛି । ମାତ୍ର ଏହି ଶିକ୍ଷିତ ବ୍ୟକ୍ତିମାନେ ପୁଲିସ ଆଗରେ ନିଜର ପତିଆରା ବୃଦ୍ଧି କରିବା ପାଇଁ ବିନା କାରଣରେ ବାହାନା ସୃଷ୍ଟି କରି ବସଷ୍ଟାଣ୍ଡରେ ଆଡ୍ଡା ମାରୁଛନ୍ତି । ଯାହାକୁ ନେଇ ପୁଲିସ ଯାଂଚର ସମ୍ମୁଖୀନ ହୋଇ ମାଡ଼ ଖାଉଥିବା ଲୋକେ, ପୁଲିସ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!