Thursday, October 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ରେ ଲକ୍ ଡାଉନ୍ ନୁହେଁ ସଟ୍ ଡାଉନ୍ ଆବଶ୍ୟକ

by ସଞ୍ଜୟ ସ୍ୱାଇଁ
April 4, 2020
in Feature News
ନୟାଗଡ଼ରେ ଲକ୍ ଡାଉନ୍ ନୁହେଁ ସଟ୍ ଡାଉନ୍ ଆବଶ୍ୟକ
11
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ମୁକାବିଲା ପାଇଁ ଭାରତ ସରକାର ସାରା ଭାରତକୁ ୨୧ ଦିନ ପାଇଁ ଲକ୍ ଡାଉନ ଘୋଷଣା କରିଥିବା ବେଳେ ନୟାଗଡ଼ରେ ଏହା ଅନେକ ଅମାନିଆ ବ୍ୟକ୍ତିଙ୍କ ପାଇଁ ପ୍ରଭାବ ହୀନ ଭଳି ମନେ ହେଉଛି । ଜିଲ୍ଲା ପ୍ରଶାସନ ସାରା ଜିଲ୍ଲାରେ କଟକଣା ଲାଗୁ କରିଥିବା ବେଳେ ନୟାଗଡ଼ରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି । ପ୍ରଥମ ତିନି ଦିନ ଲୋକ ଭୟରେ ଭରୁ ବାହାରି ନଥିବା ବେଳେ ଏବେ ଲଗାତର ଭାବେ କିଛି ଦିନ ହେବ ସହର ଲୋକାରୁଣ୍ୟ ହୋଇପଡ଼ୁଛି । କ୍ଷୀର, ପରିବା, ରାସନ୍‌, ଔଷଧ ଆଳରେ ଅନେକ ବ୍ୟକ୍ତି ଦିନତାମାମ୍ ସହରରେ ବୁଲୁଥିବା ଦେଖିବାକୁ ମିଳୁଛି । ଏହା ସହିତ ନିଜକୁ ସମାଜସେବୀ ପରିଚୟ ଦେଇ ସହରରେ ବୁଲୁଥିବା ଲୋକଙ୍କ ସଂଖ୍ୟା ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି । ସକାଳୁ ଲୋକଙ୍କ ଆତଯାତ ବଢ଼ି ଦିନ ୧୧ଟା ବେଳକୁ ଦୈାନନ୍ଦିନ ଭଳି ଲୋକେ ସହରରେ ଭିଡ଼ ଜମାଉଛନ୍ତି । ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ଦିନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସମୟ ଦିଆଯାଇଥିଲେ ମଧ୍ୟ ୪ଟା ପରେ ମଧ୍ୟ ସହରରେ ଲୋକମାନଙ୍କର ଯାତାୟତ ରହୁଛି । ଏଭଳି ସ୍ଥିତି ଲାଗି ରହିଲେ କରୋନାକୁ ରୋକା ଯାଇ ପାରିବ ନାହିଁ ବୋଲି ଆଲୋଚନା ହେଉଛି । ଯାହାକୁ ନେଇ ନୟାଗଡ଼ରେ ଲକ୍ ଡାଉନ୍ ନୁହେଁ ସଟ୍ ଡାଉନ୍‌ର ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!