Wednesday, April 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ରେ ଜନତା କର୍ଫ୍ୟୁ, ଘରୁ ବାହାରିଲେନି ଜନତା

by ସଞ୍ଜୟ ସ୍ୱାଇଁ
March 22, 2020
in Feature News
ନୟାଗଡ଼ରେ ଜନତା କର୍ଫ୍ୟୁ, ଘରୁ ବାହାରିଲେନି ଜନତା
15
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ସାରା ବିଶ୍ୱରେ ମହାମାରୀ କରୋନା ଆତଙ୍କ ଖେଳାଇ ଥିବା ବେଳେ ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସକାଳ ୭ ଘଟିକାରୁ ରାତି ୯ ଘଟିକା ଯାଏଁ ଜନତା କର୍ଫ୍ୟୁ ପାଳ ପାଇଁ ଦେଇଥିବା ଡାକରା ନୟାଗଡ଼ରେ ସଫଳ ହୋଇଛି । ଜନତା କର୍ଫ୍ୟୁକୁ ରାଜ୍ୟ ସରକାରଙ୍କ ସମର୍ଥନ ଏବଂ ଜିଲ୍ଲା ପ୍ରଶାସନର ସଚେତନତା ପାଇଁ ଆଜି ନୟାଗଡ଼ ସହର ସମେତ ସମଗ୍ର ଜିଲ୍ଲା ଶୂନଶାନ ହୋଇପଡ଼ିଛି । ନୟାଗଡ଼ ସହରରେ ରାସ୍ତାଘାଟ ଶୂନଶାନ ହୋଇ ପଡ଼ିଥିବା ବେଳେ ଦୋକାନ ବଜାର ସମ୍ପୁର୍ଣ୍ଣ ବନ୍ଦ ରହିଛି । ସେହିଭଳି ସାଧାରଣ ଜନତା ଏହାକୁ ସମର୍ଥନ ଜଣାଇ ଘରୁ ବାହରିନଥିବା ଜଣାଯାଇଛି । କରୋନାର ଭୟାବହତା ଜନସାଧାରଣଙ୍କୁ ଛୁଇଁଛି । ଯେଉଁଥି କାରଣରୁ ଆଜି କୈାଣସି ଲୋକଙ୍କୁ ଘରୁ ନବାହାରିଥିବା ଦେଖିବାକୁ ମିଳିଛି । ଏଥି ସହିତ ସହରେ ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ ଶୂନଶାନ ରାଜରାସ୍ତା ଖାଁ ଖାଁ ହୋଇପଡ଼ିଛି । ସହରରେ କିଛି ପୁଲିସ ଓ ଗଣମାଧ୍ୟମ କର୍ମଚାରୀଙ୍କୁ ଛାଡ଼ି ଦେଲେ ଅନ୍ୟ କୈାଣସି ବ୍ୟକ୍ତିଙ୍କ ଯାଆସ ନଥିବା ଜଣାଯାଇଛି । ସେହିଭଳି ରବିବାର କାରଣରୁ ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ଏହି ଶୂନଶାନ ପରିସ୍ଥିତିକୁ ଆହୁରୀ ଗମ୍ଭୀର କରି ଦେଇଛି ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!