Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ ବ୍ଲକ, ପିଇଓ ଅଦଳବଦଳ

by ସଞ୍ଜୟ ସ୍ୱାଇଁ
May 20, 2025
in Nayagarh, State
ନୟାଗଡ଼ ବ୍ଲକ, ପିଇଓ ଅଦଳବଦଳ
436
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ ଅଧିନସ୍ଥ କେତେକ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଆଜି ଅଦଳ ବଦଳ କରାଯାଇଛି । ବିଡିଓ ଐଶୋର୍ଯ୍ୟା ଭୂୟାଁ ଏହି ଅଦଳବଦଳ କରିଥିବା ସୂଚନା ମିଳିଛି । ନୟାଗଡ଼ ବ୍ଲକ ଅନ୍ତର୍ଗତ ଇଟାମାଟି, ନାଟୁଗାଁ ପଞ୍ଚାୟତ ପିଇଓ ପବିତ୍ର କୁମାର ମଲ୍ଲଙ୍କୁ କେବଳ ଇଟାମାଟି ଦାୟିତ୍ୱ ଦିଆଯାଇଛି । ଚଣ୍ଡିବସ୍ତ ଓ ଭାଟସାହି ପଞ୍ଚାୟତ ପିଇଓ ଶତୁଘ୍ନ ପଟ୍ଟନାୟକଙ୍କୁ ଇକିରି ଓ ବିରୁଡ଼ା ଦାୟିତ୍ୱ ଦିଆଯାଇଛି । ଇକିରି ଓ ବିରୁଡ଼ା ଦାୟିତ୍ୱରେ ଥିବା ଲୋଚନ ମାର୍ଥାଙ୍କୁ ଚଣ୍ଡିବସ୍ତ ଓ ଭାଟସାହି ଦାୟିତ୍ୱ ଦିଆଯାଇଛି । କ୍ରିଦାଶପୁର ପଞ୍ଚାୟତ ପିଇଓ ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ ଶରଧାପୁର ଓ ଶରଧାପୁର ପଞ୍ଚାୟତ ପିଇଓ ରଶ୍ମିତା ସେଠୀଙ୍କୁ କ୍ରିଦାଶପୁର ଦାୟିତ୍ୱ ଦିଆଯାଇଛି । ବ୍ଲକ ଗ୍ରାମ ପଞ୍ଚାୟତ ସେସ୍କନର ଅତିରିକ୍ତ ଦାୟିତ୍ୱ ଲେଙ୍କୁଡ଼ିପଡ଼ା ପିଇଓ ସନ୍ଦୀପ ପରିଡ଼ା, ଲକ୍ଷ୍ମୀପ୍ରସାଦ ପିଇଓ ବିପିନ ପରିଡ଼ାଙ୍କୁ ପ୍ରଦାନ କରାଯାଇଛି । ଗ୍ରାମ ପଞ୍ଚାୟତ ସେସ୍କନରୁ ମଧୁସ୍ମିତା ନାୟକଙ୍କୁ ନାଟୁଗାଁ ପିଇଓ ଭାବେ ବଦଳି କରାଯାଇଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!