Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଜି ମାରିଲେ ଛାତ୍ରୀ, ରୋଜାଲିନ ଶ୍ରେଷ୍ଠ ସ୍ନାତ୍ତକ

by ସଞ୍ଜୟ ସ୍ୱାଇଁ
June 20, 2023
in Education, Nayagarh, State
ବାଜି ମାରିଲେ ଛାତ୍ରୀ, ରୋଜାଲିନ ଶ୍ରେଷ୍ଠ ସ୍ନାତ୍ତକ
416
VIEWS
Share on FacebookShare on Twitter

ବିଜ୍ଞାନରେ ରୋଜାଲିନ, କଳାରେ ରତ୍ନପ୍ରଭା, ବାଣିଜ୍ୟରେ ସିତୁ ଟପ୍ପର

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସ୍ୱୟଂ ଶାସିତ ମହାବିଦ୍ୟାଳୟ ୟୁଜି ଓ ପିଜି ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଚଳିତ ବର୍ଷ ୟୁଜି ତଥା +୩ ପରୀକ୍ଷାରେ ଛାତ୍ରୀ ବାଜି ମାରିଥିବା ଦେଖାଯାଇଛି । ବିଜ୍ଞାନ ଛାତ୍ରୀ ରାଜାଲିନ ଦାଶ ପଦାର୍ଥ ବିଜ୍ଞାନ ବିଭାଗରେ ମୋଟ ୨୩୯୬ ନମ୍ବର ତଥା ୯.୭୪ ସିଜିପିଏ ରଖି ଶ୍ରେଷ୍ଠ ସ୍ନାତ୍ତକ ହୋଇଛନ୍ତି । କଳାରେ ସଂସ୍କୃତ ବିଭାଗ ଛାତ୍ରୀ ରତ୍ନପ୍ରଭା ମହାପାତ୍ର ୨୨୭୦ ନମ୍ବର ରଖି ଟପ୍ପର ହୋଇଛନ୍ତି । ବାଣିଜ୍ୟରେ ସିତୁ ବେହେରା ସର୍ବୋଚ୍ଚ ୨୨୨୩ ନମ୍ବର ରଖି ଟପ୍ପର ହୋଇଛନ୍ତି । ସେହିଭଳି ଭାବେ ଉଭିଦ୍ଦ ବିଜ୍ଞାନରେ ବର୍ଷା ପ୍ରିୟଦର୍ଶିନୀ ପ୍ରଧାନ ୨୩୩୭, ରସାୟନ ବିଜ୍ଞାନରେ ପୂଜା ବେହେରା ୨୩୪୫, କମ୍ପ୍ୟୁଟର ସାଇନ୍ସରେ ପ୍ରଣବ କୁମାର ସାହୁ ୨୩୨୧, ଅର୍ଥନୀତିରେ ସସ୍ମିତା ସାହୁ ୨୦୮୮, ଶିକ୍ଷାରେ ସୁଚିସ୍ମିତା ତ୍ରିପାଠୀ, ଇଲୋକ୍ଟ୍ରୋନିକ୍ସରେ ଅର୍ମାନ ତ୍ରିପାଠୀ ୨୨୪୩, ଇଂରାଜୀରେ ସ୍ୱାଗତିକା ମହାନ୍ତି ୧୯୪୩, ଇତିହାସରେ ଜ୍ୟୋତିର୍ମୟୀ ପ୍ରଧାନ ୨୦୫୩, ଆଟିଏମରେ ଦିବ୍ୟାନନ୍‌ଦ ସୁବୁଦ୍ଧି ୨୧୦୩, ଗଣିତରେ ବିଭୂଦତ୍ତ ତ୍ରିପାଠୀ ୨୩୩୩, ଓଡ଼ିଆରେ ଜିତୁ ପ୍ରଧାନ ୨୨୨୦, ଦର୍ଶନରେ ଶୁଭଶ୍ରୀ ପାତ୍ର ୧୮୯୬, ପଦାର୍ଥ ବିଜ୍ଞାନରେ ପ୍ରିୟଙ୍କା ପ୍ରଧାନ ୨୪୦୩, ରାଜନୀତି ବିଜ୍ଞାନରେ କାଜଲ ସାହୁ ୨୧୩୨, ମନସ୍ତତ୍ୱ ବିଜ୍ଞାନରେ ଗାୟତ୍ରୀ ପ୍ରିୟଦର୍ଶିନୀ ୨୨୭୦, ସମାଜବିଜ୍ଞାନରେ ସୋନାଲି ପ୍ରିୟଦର୍ଶିନୀ ୨୦୪୫, ପ୍ରାଣୀ ବିଜ୍ଞାନରେ ଆଶିଷ ବରାଳ ୨୨୮୮ ମାର୍କ ରଖି ଟପ୍ପର ହୋଇଥିବା ସୂଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!