ମାଲକାନଗିରି, (ବାଘୁଆବାର୍ତ୍ତା): ମାଓବାଦୀଙ୍କ ବର୍ବର କାଣ୍ଡ। ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି। ପୁଲିସ ଇନଫର୍ମର ସନ୍ଦେହରେ ଦୁଇ ଜଣ ଆଦିବାସୀ ମହିଳାଙ୍କୁ ଗଳାକାଟି ହତ୍ୟା କରିଛନ୍ତି ଲାଲବାହିନୀ । ମୃତ ଦୁଇ ମହିଳା ହେଲେ ମାଡଭି ମୁନ୍ନା ଓ କାରାମ ରାଜୁ ।