Saturday, September 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆକାଶମାର୍ଗରୁ ମାଓ କ୍ୟାମ୍ପ ଉପରେ ବୋମା ବର୍ଷଣ

by ସଞ୍ଜୟ ସ୍ୱାଇଁ
April 21, 2021
in Nayagarh
ଆକାଶମାର୍ଗରୁ ମାଓ କ୍ୟାମ୍ପ ଉପରେ ବୋମା ବର୍ଷଣ
544
VIEWS
Share on FacebookShare on Twitter

ମାଲକାନଗିରି,(ବାଘୁଆବାର୍ତ୍ତା): ମାଓବାଦୀଙ୍କ ଶିବିର ଉପରେ ଆକାଶ ମାର୍ଗରୁ ସୁରକ୍ଷା ବାହିନୀ ପକ୍ଷରୁ ବୋମା ବର୍ଷଣ କରାଯାଇଛି । ଏଭଳି ଅଭିଯୋଗ ଆଣିଛି ଛତିଶଗଡ଼ ମାଓ ସଂଗଠନ। ଗତ ୧୯ ତାରିଖ ଅପରାହ୍ନ ୩ଟା ସମୟରେ ବିକାପୁର ଜିଲ୍ଲା ପମେଡ଼ ଥାନା ବୋତ୍ତଲଙ୍କା ଏବଂ ପ୍ଲାଗୁଡ଼େମ ମଧ୍ୟରେ ମାଓବାଦୀ କ୍ୟାମ୍ପ କରିଥିବା ବେଳେ ଆକାଶ ମାର୍ଗରୁ ଡ୍ରୋନ ସାହାଯ୍ୟରେ ବୋମା ବର୍ଷଣ କରିଥିବା ସେନା। ଏହି ଆକ୍ରମଣ ବିଷୟରେ ଏବେ ମାଓ ସଂଗଠନର ପ୍ରବକ୍ତା ବିକଳ୍ପ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି। ଏହା ସହ ବୋମା ପଡିଥିବା ସ୍ଥାନ ଓ ବୋମାର ଭଗ୍ନାଂଶର ଫଟୋ ଓ ଭିଡ଼ିଓ ଜାରି କରିଛି ମାଓ ସଂଗଠନ। ଏହାକୁ ମାଓବାଦୀମାନେ ଦୃଢ଼ ବିରୋଧ କରିବା ସହ ସେମାନଙ୍କୁ ଆତଙ୍କବାଦୀଙ୍କ ଭଳି ବ୍ୟବହାର ପ୍ରଦର୍ଶନ ସରକାର କରିଥିବା ମାଓ ସଂଗଠନ ପକ୍ଷରୁ କୁହାଯାଇଛି। ମାଓବାଦୀମାନେ ସେହି ଜଙ୍ଗଲରେ କ୍ୟାମ୍ପ କରିଥିବା ସ୍ୱୀକାର କରିଥିବା ବେଳେ ଅଳ୍ପକେ ଖସି ଯାଇଥିବା କହିଛି ମାଓ ସଂଗଠନ। ଏଥିରେ ମାଓବାଦୀଙ୍କର କୌଣସି କ୍ଷତି ହୋଇ ନଥିବା ବେଳେ ଏଥିରେ ଜଙ୍ଗଲୀ ଜୀବଜନ୍ତୁଙ୍କର କ୍ଷତି ହୋଇଥିବା କହିଛି ମାଓ ସଂଗଠନ। ଆକାଶ ମାର୍ଗରୁ ମାଓବାଦୀଙ୍କୁ ଆକ୍ରମଣ ଭାରତରେ ପ୍ରଥମ ଘଟଣା ହୋଇଥିବା ବେଳେ ଏଥିରୁ ସରକାରଙ୍କ ‘ପ୍ରହାର-୩’ ଅପରେସନ୍ ଆରମ୍ଭ ହୋଇଥିବା ଅନୁମାନ କରାଯାଉଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!