Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପଞ୍ଚାୟତର ପିଇଓଙ୍କୁ ହତ୍ୟା କଲେ ନକ୍ସଲ

by ସଞ୍ଜୟ ସ୍ୱାଇଁ
April 18, 2021
in Nayagarh
ପଞ୍ଚାୟତର ପିଇଓଙ୍କୁ ହତ୍ୟା କଲେ ନକ୍ସଲ
320
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା):  ଛତିଶଗଡରେ ନକ୍ସଲ ହିଂସା ଥମିବାର ନା ନେଉ ନାହିଁ। ଛତିଶଗଡର କୌଣସି ନା କୌଣସି ଜିଲ୍ଲାରେ ନକ୍ସଲ ହିଂସା ଘଟାଇବାରେ ସଫଳ ହେଉଛନ୍ତି। ଗତକାଲି ରାତିରେ ନାରାୟଣପୁର ଜିଲ୍ଲାର ଆବୁଝମାଡ ଅରଛା ବ୍ଲକର ପୋଚାବାଡ ପଞ୍ଚାୟତର ପିଇଓ ହରକ ଚୌଧୁରୀଙ୍କୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି। ପଞ୍ଚାୟତ କାର୍ଯ୍ୟାଳୟରେ କାମ ସରିବା ବେଳକୁ ରାତି ହୋଇଯାଇଥିଲା। ପିଇଓ ଶ୍ରୀ ଚୌଧୁରୀ କାମ ସାରି ଘରକୁ ଫେରୁଥିବା ବେଳେ ରୋହତାଡ ଗ୍ରାମ ନିକଟରେ ନକ୍ସଲ ତାଂକୁ ଅପହରଣ କରିନେଇଥିଲେ। ପିଇଓଙ୍କୁ ଜଂଗଲରେ ନେଇ ନିର୍ଦ୍ଧୁମ ପିଟିଥିଲେ। ପୁଲିସ ଇନଫର୍ମର ସଂଦେହ କରି ତାଂକୁ ବେକ କାଟି ଦେଇଥିଲେ। ଶବକୁ ଜଂଗଲରେ ହିଁ ଫିଙ୍ଗି ଦେଇ ଗ୍ରାମବାସୀଙ୍କୁ ଏନେଇ ସୂଚନା ପ୍ରଦାନ କରିଥିଲେ। ଗ୍ରାମବାସୀ ପରେ ପୁଲିସକୁ ଖବର ଦେଇଥିଲେ। ପିଇଓ ଶ୍ରୀ ଚୌଧୁରୀଙ୍କ ଶବ ନିକଟରେ ପୋଷ୍ଟର ଫିଙ୍ଗିଥିବାର ଦେଖିବାକୁ ମିଳିଛି। ଅରଛା ଥାନା ଅଂଚଳର ଏହି ଘଟଣା ବୋଲି ଜଣାପଡିଛି। ପୁଲିସ ତଦନ୍ତ ପରେ ହିଁ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି କୁହାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!