Tuesday, June 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନରେନ୍ଦ୍ରପୁର-ରାସୋଳ ରାସ୍ତା ମରଣଯନ୍ତ୍ରା

by Anil Panda
September 27, 2020
in Feature News, Lifestyle, Nayagarh
ନରେନ୍ଦ୍ରପୁର-ରାସୋଳ ରାସ୍ତା ମରଣଯନ୍ତ୍ରା
157
VIEWS
Share on FacebookShare on Twitter

ରଣପୁର, (ବାଘୁଆବାର୍ତ୍ତା) : ସରକାରଙ୍କର ୫ଟି ଯୋଜନା ସହ ପୁଳା ପୁଳା ଯୋଜନା ଫେଲ୍ ମାରିଛି ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ । ଗାଁ କୁ ରାସ୍ତା ସାତସପନ ହୋଇଛି ଏଠାକାର ଅଧିବାସୀ ମାନଙ୍କ ପାଇଁ । ପ୍ରକାଶ ଥାଉକି ନରେନ୍ଦ୍ରପୁର ଠାରୁ ରାସୋଳ ପର୍ଯ୍ୟନ୍ତ ୨ କିମି କଚ୍ଚା ରାସ୍ତା ଏ ପର୍ଯ୍ୟନ୍ତ ପକ୍କାରାସ୍ତା ହୋଇ ପାରିଲା ନାହିଁ । ଗତ ଆର୍ôଥକ ବର୍ଷରେ ଏନ୍‌ଆରଇଜିଏସ୍‌ରୁ ୫ ଲକ୍ଷ କାର୍ଯ୍ୟାଦେଶରେ କରାଯାଇଥିବା ନିମ୍ନମାନର କାମଯୋଗୁ ବର୍ତ୍ତମାନ ରାସ୍ତାଟି ଧୋଇ ହୋଇଯାଇଛି । ଖାଲ ଖମାରେ ପରିପୂର୍ଣ୍ଣ କାଦୁଅ ରାସ୍ତା ଯୋଗୁଁ ପ୍ରତିଦିନ ଛୋଟ ମୋଟ ଦୁର୍ଘଟଣା ଘଟୁଛି । ନରେନ୍ଦ୍ରପୁର ନିକଟସ୍ଥ ରାଜସୁନାଖଳା ରଣପୁର ବ୍ଲକର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳ ହୋଇଥିବାରୁ ବ୍ୟବସାୟ, ଚିକିତ୍ସା ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଉକ୍ତ ରାସ୍ତାଦେଇ ରାସୋଳ ସାନପଦର, ଦେଉଳି, ଜାମୁସାହି, ଆଦି ବହୁ ଗାଁର ହଜାର ହଜାର ଲୋକ ଯାତାୟତ କରିଥାଆନ୍ତି । ଏପରିକି ସଂକଟାପର୍ଣ୍ଣ ରୋଗୀ ଏହି ରାସ୍ତା ଦେଇ ରାଜସୁନାଖଳା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିବା ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ କଚ୍ଚା ରାସ୍ତାକୁ ପକ୍କା ରାସ୍ତାରେ ପରିଣତ କରିବା ପାଇଁ ସ୍ଥାନୀୟ ଅଂଚଳରେ ଦାବୀ ହେଉଛି ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!