Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନନ୍ଦପୁର ଗାଁରେ ଅଗ୍ନିକାଣ୍ଡ,ଜଳିଗଲା 3ବଖରା ଘର

by ସଞ୍ଜୟ ସ୍ୱାଇଁ
April 12, 2021
in Accident, Nayagarh
ନନ୍ଦପୁର ଗାଁରେ ଅଗ୍ନିକାଣ୍ଡ,ଜଳିଗଲା 3ବଖରା ଘର
489
VIEWS
Share on FacebookShare on Twitter

ନୟାଗଡ଼ ବ୍ଲକ ଗମ୍ଭାରିଡ଼ିହି ପଞ୍ଚାୟତ ନନ୍ଦପୁର ଗାଁରେ ଅଗ୍ନିକାଣ୍ଡ । ଜଳିଗଲା 2ଟି ପରିବାରର 3 ବଖରା ଘର । ଆଜି ସକାଳେ ଉକ୍ତ ଗାଁର ଦୁତିକୃଷ୍ଣ ପ୍ରଧାନ ଘରେ ରୋଷେଇ କରିବା ସମୟରେ ଅ ସାବଧାନ କାରଣରୁ ଘର ଚାଳରେ ନିଆଁ ଲାଗିଯାଇଥିଲା । ଫଳରେ ଦୁତିକୃଷ୍ଣ ଏବଂ ତାଙ୍କ ଭାଇ ବୃନ୍ଦାବନ ପ୍ରଧାନ ଉଭୟ ପରିବାରର 3 ବଖରା ଘର ପୋଡି ଯାଇଛି । ଖବର ପାଇଁ ଦମକଳ ଏବଂ ଗ୍ରାମବାସି ମିଳିତ ଭାବେ ନିଆଁକୁ ଆୟତ କରିଥିଲେ । ଖବର ପାଇଁ ସ୍ଥାନୀୟ ସରପଞ୍ଚ ଗାଁରେ ପହଞ୍ଚି ଉଭୟ ପରିବାରକୁ ପ୍ରାଥମିକ ଭାବେ ସହାୟତା ରାଶି ଜୋଗାଇ ଦେଇଥିବା ବେଳେ ଉଭୟ ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ ତାଙ୍କୁ ସରକାରି ସହାୟତା ଯୋଗାଇ ଦେବାକୁ ଗାଁ ଲୋକ ଦାବି କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!