Monday, August 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

by ସଞ୍ଜୟ ସ୍ୱାଇଁ
March 10, 2021
in Feature News
ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
336
VIEWS
Share on FacebookShare on Twitter

କୋଲକାତା,(ବାଘୁଆବାର୍ତ୍ତା): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ ଆଜି ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଚଳିତ ବର୍ଷ ନିର୍ବାଚନରେ ସେ ନନ୍ଦିଗ୍ରାମରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ନାମାଙ୍କନ ପୂର୍ବରୁ ପୂଜା,ପାଠ ଏବଂ ପଦଯାତ୍ରା କରିଥିଲେ ମମତା ବାନାର୍ଜୀ। ନାମାଙ୍କନପତ୍ର ଦାଖଲ କରିବାକୁ ଯିବା ସମୟରେ ତାଙ୍କ ସମର୍ଥକମାନେ ଖେଲା ହୋବେ ନାରାବାଜି କରିଥିବା ଦେଖାଯାଇଥିଲା। ପ୍ରଥମେ ଶିବ ମନ୍ଦିରରେ ଦର୍ଶନ ସାରି ସେ ହଲଦିଆରୁ ପଦଯାତ୍ରା ଆରମ୍ଭ କରିଥିଲେ। ନାମାଙ୍କନ ପତ୍ର ଦାଖଲ କରିବା ପରେ ମମତା ବାନାର୍ଜୀ କହିଛନ୍ତି ଯେ, ମୋ ସହିତ ଥିବାରୁ ଏବଂ ମୋ ସହ ଏତେ ବାଟ ଚାଲିବା ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ଜଣେ ସାଧାରଣ ମଣିଷ। ମୁଁ ମୋର ନାମାଙ୍କନପତ୍ର ଦାଖଲ କରିଛି। ମୋର ଚାରିଜଣ ପ୍ରସ୍ତାବକ ଅଛନ୍ତି- ମହାଦେବ, ସୁଷମା, ଅବଦୁର, ସମଡା। ମୁଁ ବର୍ତ୍ତମାନ ନନ୍ଦିଗ୍ରାମ ଫେରିବି ଏବଂ ଆସନ୍ତାକାଲି ଦଳର ଘୋଷଣାପତ୍ରର ଉନ୍ମୋଚନ ପାଇଁ କୋଲକାତା ଯିବି। ଭବାନୀପୁର ମୋର ଘର। କିନ୍ତୁ ନନ୍ଦିଗ୍ରାମ ମଧ୍ୟ ମୋ ପାଇଁ ନୂଆ ସ୍ଥାନ ନୁହେଁ। ମୁଁ ସ୍ଥାନୀୟ କୃଷକଙ୍କ ପାଖରେ ଠିଆ ହୋଇ ନନ୍ଦିଗ୍ରାମ ଆନ୍ଦୋଳନରେ ଭାଗ ନେଇଥିଲି। ମୁଁ ଚାଷୀଙ୍କ ପାଇଁ ଅନଶନରେ ବସିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!