Tuesday, November 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାଗରିକ ମଞ୍ଚର ଜୋନ୍ ଅଧିବେଶନ

by ସଞ୍ଜୟ ସ୍ୱାଇଁ
January 31, 2021
in Feature News
ନାଗରିକ ମଞ୍ଚର ଜୋନ୍ ଅଧିବେଶନ
80
VIEWS
Share on FacebookShare on Twitter

କଟକ,(ବାଘୁଆବାର୍ତ୍ତା): କଟକ ଜିଲ୍ଲା ବଡ଼ମ୍ବା ନାଗରିକ ମଞ୍ଚ ପୂର୍ବାଞ୍ଚଳ ଜୋନ୍ ଅଧିବେଶନ ମାଣିଆବନ୍ଧଠାରେ ଅନୁଷ୍ଠିତ ହୋଇଯାଇଛି । ଅଧିବେଶନରେ ଅନୁଷ୍ଠାନର ସଭାପତି ଦାମ ରଣାଙ୍କ ଉପସ୍ଥିତିରେ ଗୋବିନ୍ଦ ଚନ୍ଦ୍ର ମହାପାତ୍ର ସଭାପତିତ୍ୱ କରିଥିଲେ । ସାଂଗଠନିକ କାର୍ଯ୍ୟରେ ପ୍ରଶନ୍ନ କୁମାର ଶତପଥି ଜୋନାଲ ସଂପାଦକ ଓ ଅମୀୟ ପଟ୍ଟନାୟକ ପ୍ରଶାସନୀକ କାର୍ଯ୍ୟ ପରିଚାଳନା କରିଥିଲେ । ଉକ୍ତ ଅଧିବେଶନରେ ପୂର୍ବା ଳର ସମସ୍ତ ସରପ ଓ ପ୍ରତିନିଧି ମାନେ ଉପସ୍ଥିତ ରହି ବଡ଼ମ୍ବା ଅ ଳରି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଗମନାଗମନ ବିଷୟରେ ଆଲୋଚନା କରିସେଦଖାଦେଇଥିବା ବିଭିନ୍ନ ସମସ୍ୟା ଉପରେ ସ୍ଥାନୀୟ ବିଧାୟକ ଦେବୀ ମିଶ୍ରଙ୍କୁ ଅବଗତ କରାଯିବ ବୋଲି ନାଗିରକ ମ ର ପୂର୍ବା ଳ ଜୋନ୍ ଅଧିବେଶନରେ ସ୍ଥିର କରାଯାଇଥିଲା । ରବିନ୍ଦ୍ର କୁମାର ସାହୁ, ସଦାନନ୍ଦ ସ୍ୱାଇଁ, ଉପଦେଷ୍ଟା ଜଳଧର ରଣା, ରଷ୍ଟ୍ରୀୟ ସନ୍ଥକବି ପୁରଷ୍କାର ପ୍ରାପ୍ତ ବାନ୍ଧ ଶିଳ୍ପୀ ଶ୍ୟାମସୁନ୍ଦର କରଣ, ସମାଜସେବୀ ନାରାୟଣ ରଥ, ମାୟାଧର ରଣା, ବାସୁଦେବ ସାହୁ, ନିରଞ୍ଜନ କର ପ୍ରମୁଖ ଯୋଗଦେଇଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!