Thursday, July 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନାଗାବଳୀ ନଦୀରେ ବାପା ପୁଅ ନିଖୋଜ ମାମଲା: ପୁଅର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆଜି ମଙ୍ଗଳବାର ବାପା ର ମୃତ ଦେହ ଉଦ୍ଧାର ହୋଇଛି

by ସଞ୍ଜୟ ସ୍ୱାଇଁ
October 19, 2021
in State
ନାଗାବଳୀ ନଦୀରେ ବାପା ପୁଅ ନିଖୋଜ ମାମଲା: ପୁଅର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆଜି ମଙ୍ଗଳବାର ବାପା ର ମୃତ ଦେହ ଉଦ୍ଧାର ହୋଇଛି
52
VIEWS
Share on FacebookShare on Twitter

ରାୟଗଡା, (ବାଘୁଆବାର୍ତ୍ତା): ନାଗାବଳୀ ନଦୀରେ ଅଘଟଣ ମାମଲା । ବୁଲିବାକୁ ଯାଇ ଭାସିଯାଇଥିଲେ ବାପା ପୁଅ । ପୁଅର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆଜି ମଙ୍ଗଳବାର ବାପା ର ମୃତ ଦେହ ଉଦ୍ଧାର ହୋଇଛି । ଜଗନ୍ନାଥପୁର ଗାଁ ନିକଟରୁ କେ, ଶ୍ରୀନିବାସଙ୍କ ମୃତ ଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଗତ ରବିବାର ଦିନ ପାରଳାଖେମୁଣ୍ଡିରୁ ୧୬ ଜଣ ପର୍ୟ୍ୟଟକ ମଝିଘରିଆଣି ମନ୍ଦିର ଦର୍ଶନ ପାଇଁ ରାୟଗଡା ଆସିଥିଲେ । ମନ୍ଦିରରେ ଦର୍ଶନ ସାରି ନାଗାବଳୀ ନିକଟରେ ବୁଲୁଥିବା ବେଳେ ବ୍ୟକ୍ତିଙ୍କ ଗୋଡ ଖସିଯାଇଥିଲା । ଆଉ ସେଠାରେ ତାଙ୍କ ପୁଅ ଜିତେନ୍ଦ୍ର ବାପାଙ୍କୁ ବଞ୍ଚାଇବାକୁ ଯାଇ ସୁଅରେ ଭାସି ଯାଇଥିଲେ । ଉଭୟ ନାଗାବଳୀ ନଦୀରେ ନିଖୋଜ ହୋଇଯାଇଥିବା ବେଳେ ପୁଅ ଜିତେନ୍ଦ୍ରଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା । ହେଲେ ବହୁ ଖୋଜିବା ପରେ ପରେ ଆଜି ଶେଷରେ କେ. ଶ୍ରୀନିବାସ (୪୫)ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!