Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାନ ଭାଇର ଇଟାମାଡରେ ଚାଲିଗଲା ବଡ଼ ଭାଇର ଜୀବନ

by ସଞ୍ଜୟ ସ୍ୱାଇଁ
July 10, 2021
in Crime, State
ସାନ ଭାଇର ଇଟାମାଡରେ ଚାଲିଗଲା ବଡ଼ ଭାଇର ଜୀବନ
134
VIEWS
Share on FacebookShare on Twitter

କେନ୍ଦୁଝର ସଦର, (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଵିସ୍ତାପାଳ ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି।ଗ୍ରାମର ଭୀମସେନ ନାୟକ(୫୯)ତାଙ୍କ ବଡ ଭାଇ ଦୀନବନ୍ଧୁ ନାୟକ(୬୩)ଙ୍କୁ ଇଟାରେ ଛେଚି ମାରିଦେଇଛି। ଭୀମସେନ ନାୟକ ଶୁକ୍ରବାର ଗାଁ ହାଟରୁ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ଝଗଡା କରୁଥିଲା।ଏହାକୁ ତାଙ୍କ ବଡ଼ ଭାଇ ଦୀନବନ୍ଧୁ ପ୍ରତିବାଦ କରିବାରୁ ଭୀମସେନ ଏକ ଇଟାରେ ଦୀନବନ୍ଧୁର କାନ ପାଖରେ ଛେଚି ଦେବାରୁ ଟଳି ପଡି ପ୍ରାଣ ହରାଇଛନ୍ତି। ତେବେ ଦିନବନ୍ଧୁଙ୍କୁ ମାରିବା ପରେ ଭୀମସେନ ମଦ ମାଂସ ଖାଇ ମୃତଦେହ ନିକଟରେ ବସି ଥିଲେ। କେହି ଯଦି ପାଖକୁ ଆସିବ ତାଙ୍କୁ ମଧ୍ୟ ଇଟାରେ ମାରିଦେବି ବୋଲି କହି କୌଣସି ଲୋକକଙ୍କୁ ପାଖକୁ ଆସିବାକୁ ଦେଇ ନ ଥିଲେ। ସ୍ଥାନୀୟ ଲୋକମାନେ ପୋଲିସକୁ ଖବର ଦେବାପରେ ନିଶାଶକ୍ତ ଥିବା ଭୀମସେନକୁ ପୋଲିସ କାବୁ କରିନେଇଥିଲେ। ପରେ ଏକ ଆମ୍ବୁଲାନ୍ସ ଦ୍ବାରା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ମୃତଦେହ ନିଆଯାଇ ବ୍ୟବଚ୍ଛେଦ କରାଯାଇଛି। ଆଜି ସକାଳେ ମୃତ ଦିନବନ୍ଧୁ ପରିବାର ପକ୍ଷରୁ ଥାନାରେ ଏତଲା ଦିଆ ଯାଇଥିଲା। ଏହାକୁ ଭିତ୍ତିକରି ସଦର ଥାନା ଅଧିକାରୀ ଜୟନାରାୟଣ ଖଣ୍ଡେଇ ଭୀମସେନଙ୍କୁ ଗିରଫ କରିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!