Sunday, November 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡ୍ରଗ୍ସ କାରବାର ପାଇଁ ହତ୍ୟାକାଣ୍ଡ

by ସଞ୍ଜୟ ସ୍ୱାଇଁ
October 26, 2024
in Crime, State
ଡ୍ରଗ୍ସ କାରବାର ପାଇଁ ହତ୍ୟାକାଣ୍ଡ
162
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): ଡ୍ରଗ୍ସ କାରବାର ପାଇଁ ହତ୍ୟାକାଣ୍ଡ । ବଲାଙ୍ଗୀର ପୁଇଁତଳା ଥାନା ତଳମୁଣ୍ଡା ଗାଁ ନିକଟ ଜଙ୍ଗଲରୁ ଯୁବକ-ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ଏସ୍‌ଡିପିଓଙ୍କ ଖୁଲାସା । ଜଣେ ଯୁବତୀ ଓ ୩ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।ଗୋଟିଏ ଭେରନା କାର ଜବତ କରାଯାଇଛି । ଘଟଣାର ୩ ଦିନ ପରେ ଯୁବକ ଯୁବତୀଙ୍କ ପତ୍ତା ମିଳିଛି । ଉଭୟ ଝାରଖଣ୍ଡର ହୋଇଥିବାବେଳେ ମୃତକଙ୍କ ପରିଚୟ ଗୋପନ ରଖିଛି ପୋଲିସ । ତାଙ୍କ ପରିବାର ଲୋକ ଆସି ବଲାଙ୍ଗୀରରେ ପହଞ୍ଚିଛନ୍ତି । ଶନିବାର ମୃତଦେହର ପୋଷ୍ଟମର୍ଟମ କରାଯିବ । ଡ୍ରଗ୍ସ କାରବାରକୁ ନେଇ ଉଭୟଙ୍କୁ ହତ୍ୟା କରାଯାଇଥିବା ପୋଲିସର ଖୁଲାସା ଅନେକ ରହସ୍ୟକୁ ଇଙ୍ଗିତ କରୁଛି । l ପୋଲିସ ଏନେଇ ପୁରା ତଥ୍ୟ ଦେଇନି । ଗତ ୨୪ରେ ଜଙ୍ଗଲରୁ ଯୁବକ-ଯୁବତୀଙ୍କ ମୃତଦେହ ମିଳିଥିଲା । ଅଧା ଉଲଗ୍ନ ଅବସ୍ଥାରେ ପଡିଥିଲେ ଯୁବକ । ବେକରେ ଥିଲା କଟା ଦାଗ । ସେହିପରି ଯୁବତୀଙ୍କ ବେକ ମଧ୍ୟ କଟାଯାଇଥିବା ଦେଖିବାକୁ ମିଳିଥିଲା । ମୃତଦେହ ଉଦ୍ଧାର କରି ଛାନ୍‌ଭିନ୍‌ ଚଳାଇଥିଲା ପୋଲିସ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!