ଯାଜପୁର, (ବାଘୁଆବାର୍ତ୍ତା): ସ୍ତ୍ରୀକୁ ହାତୁଡିରେ ପିଟି ପିଟି ହତ୍ୟା କଲା ନୃଶଂସ ସ୍ବାମୀ। କୋରାଇ ଥାନା ରଣପୁର ଗାଁରେ ଘଟିଛି ଏହିଭଳି ଅଭାବନୀୟ ଘଟଣା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। କୋରାଇ ଥାନା ରଣପୁର ଗାଁରେ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନୃଶଂସ ସ୍ବାମୀ ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀକୁ ହାତୁଡିରେ ପିଟି ପିଟି ହତ୍ୟା କଲା ସ୍ବାମୀ। ମୃତ ମହିଳାଙ୍କ ନାମ ଦିପ୍ତିମୟୀ ଜେନା । ଉଭୟେ ସ୍ବାମୀ ଓ ସ୍ତ୍ରୀ ସରକାରୀ ଶିକ୍ଷକ ବୋଲି ଜଣାପଡିଛି। ହତ୍ୟାକାରୀ ସ୍ବାମୀ ଅରୁଣ ଜେନାକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ। ।





