Saturday, April 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାଙ୍ଗ ହୋଇ ମଦ ପିଇଲେ, ସକାଳେ ଗଛରେ ଝୁଲୁଛି ମୃତଦେହ

by ସଞ୍ଜୟ ସ୍ୱାଇଁ
June 20, 2021
in Crime, State
ସାଙ୍ଗ ହୋଇ ମଦ ପିଇଲେ, ସକାଳେ ଗଛରେ ଝୁଲୁଛି ମୃତଦେହ
255
VIEWS
Share on FacebookShare on Twitter

କଣ୍ଟାବାଞ୍ଜି, (ବାଘୁଆବାର୍ତ୍ତା): ହତ୍ୟା କରି ଗଛରେ ଟାଙ୍ଗିଦେଲେ । ଏଭଳି ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଜାମକୀ ଗାଁରେ । ଗାଁର ନୂଆପଡାର ଦଶରଥ ପୁଟେଲଙ୍କୁ ସେହି ଗାଁର ଖଇରାପଡାର ଦୁଇ ବାପ ପୁଅ ମିଶି ହତ୍ୟା କରିଥିବା ଅଭିଯୋଗ ହେଉଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିନାହିଁ । ମୃତକ ଦଶରଥ ପୁଟେଲଙ୍କ ପରିବାରଙ୍କ ଅଭିଯୋଗ ଅନୁସାରେ, ଶନିବାର ଅପରାହ୍ନ ସମୟରେ ଦଶରଥ ପୁଟେଲ ଏବଂ ଆତ୍ମାଶୀତକ ମାଝୀ ଗାଁରେ ବୁଲାବୁଲି କରିଥିଲେ । ଦୁଇ ଜଣ ସାଙ୍ଗ ହୋଇ ମଦ ପିଇ ଥିଲେ । ତେବେ ଆତ୍ମାଶୀତକଙ୍କ ପୁଅ ବାହାରେ ରହୁଥିବା ବେଳେ ସେ ଗାଁକୁ ଆସିବା ପରେ ସନ୍ଧ୍ୟା ସମୟରେ ଆତ୍ମାଶୀତକ ଏବଂ ତାଙ୍କ ପୁଅ ପୂରଣ ମାଝୀ କୌଣସି କଥାକୁ ନେଇ ଦଶରଥଙ୍କୁ ମାଡ଼ ମାରିଥିଲେ । ରାତିରେ ଦଶରଥ ଘରକୁ ଆସିନଥିବା ବେଳେ ରବିବାର ସକାଳେ ସମୟରେ ତାଙ୍କ ମୃତଦେହ ଆତ୍ମାଶୀତକ ମାଝୀଙ୍କ ଘର ସମ୍ମୁଖରେ ଥିବା ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ତେବେ ଆତ୍ମାଶୀତକ ଏବଂ ତାଙ୍କ ପୁଅ ପୂରଣ ଦଶରଥଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ମୃତ ଦଶରଥଙ୍କ ପୁଅ ଅଭିଯୋଗ କରିଛନ୍ତି ।

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ପାଳିତ:ମାଆ କ୍ଷୀରରୁ ‌କୌଣସି ଶିଶୁ ଯେପରି ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲାପାଳଙ୍କ ପରାମର୍ଶ

April 18, 2026
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

April 18, 2026
ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

ଶିକ୍ଷକଙ୍କ ଅକାଳ ଦେହାନ୍ତ:ଶିକ୍ଷା ମଣ୍ଡଳୀରେ ଶୋକର ଛାୟା

April 18, 2026
ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ:ଗରମରେ ଛଟପଟ ଛାତ୍ରଛାତ୍ରୀ

April 18, 2026
ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

ନୟାଗଡରେ ସିଏମ ଟ୍ରଫି:ଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ  ଉଦଘାଟିତ

April 18, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!