ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ପୌରଧ୍ୟକ୍ଷା ପଦବୀ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ନଗରପାଳ ନିରୁପମା ଖଟେଇଙ୍କୁ ଦଳ ପ୍ରାର୍ଥୀ କରିଛି। ବିଜେଡି ଏଥର ନୟାଗଡ଼ ପୌର ପରିଷଦରେ ବିପୁଳ ଭୋଟରେ ବିଜୟୀ ହେବାର ଆଶା ରଖିଛି