Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆୟକର ବିଭାଗ ହାତରେ ନାଲି ଫାଇଲ, ଖୋଲିବ ବଡ଼ ଗୁମର

by ସଞ୍ଜୟ ସ୍ୱାଇଁ
December 10, 2023
in Crime, State
ଆୟକର ବିଭାଗ ହାତରେ ନାଲି ଫାଇଲ, ଖୋଲିବ ବଡ଼ ଗୁମର
131
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): ସୁଦପଡା ଦେଶୀ ମଦଭାଟି ଚଢ଼ାଉ ୫ମ ଦିନରେ ଚାଲିଥିବା ବେଳେ ବଲାଙ୍ଗୀର ଆୟକର ବିଭାଗ ହାତରେ ଲାଗିଛି ଏକ ନାଲି ଫାଇଲି । ଏହି ଟିପା ଖାତାରେ ରହିଛି ମଦ ଭାଟିରୁ ଚାନ୍ଦା ନେଉଥିବା ଏକାଧିକ ଲୋକଙ୍କ ନାଁ । ଦୀର୍ଘ ବର୍ଷ ଧରି ଏହି ଫାଇଲ ପରିଚାଳନା କରୁଥିଲେ ମୁଖ୍ୟ ମ୍ୟାନେଜର ରାଜେଶ ସାହୁ ଓ ଫାଇନାନସିଆଲ ମ୍ୟାନେଜର ବଣ୍ଟି ସାହୁ ଓ ଅନେକ ବଡ଼ବଡ଼ିଆଙ୍କ ସମେତ ଗୁଣ୍ଡା ଶ୍ରେଣୀର ଲୋକ, ବିଭିନ୍ନ ପୂଜା ମଣ୍ଡପ, ମିଡିଲ ମ୍ୟାନ ଓ ଅନେକ ବ୍ୟକ୍ତିଙ୍କ ନାଁ ଏହି ଟିପା ଖାତାରେ ରହିଛି । ଏହି ଲାଲ ଫାଇଲକୁ ଜବତ କରି ତଦନ୍ତ ଆରମ୍ଭ କରିଛି ଆୟକର ବିଭାଗ ଓ ଫାଇଲରେ ବିଭିନ୍ନ ବ୍ୟକ୍ତିଙ୍କୁ ହଜାରେ ଟଙ୍କାରୁ ଲକ୍ଷାଧିକ ଟଙ୍କା ପର‌୍ୟ୍ୟନ୍ତ ଚାନ୍ଦା ଦିଆଯାଉଥିବା ଉଲ୍ଲେଖ ରହିଛି ଓ ରେଡ୍ ପରେ ଏହି ଫାଇଲ ନେଇ ତଦନ୍ତ ଆରମ୍ଭ କରିବ ଆୟକର ବିଭାଗ ଓ ଲକ୍ଷାଧିକ ଟଙ୍କା ବଟି ନେଉଥିବା ଲୋକଙ୍କୁ ଡାକି ପଚରାଉଚରା କରିବ ଆୟକର ବିଭାଗ । ଟିପା ଖାତା ମିଳିବା ପରେ ଏବେ ଏହାକୁ ନେଇ ବଲାଙ୍ଗୀରରେ ଚର୍ଚ୍ଚା ଜୋର ଧରିଛି । ସେପଟେ ଆୟକର ବିଭାଗର ଚଢାଉ ୫ମ ଦିନରେ ପହଞ୍ଚି ଥିବା ବେଳେ ଜବତ ଟଙ୍କା ଗଣତି ବି ଜାରି ରହିଛି । ରେଡ୍ ପରଠୁ ଏପର‌୍ୟ୍ୟନ୍ତ ମିଳିଲାଣି ୧୬୪ କୋଟି ଟଙ୍କା । ଗତକାଲି ବିଳମ୍ବିତ ରାତି ପର‌୍ୟ୍ୟନ୍ତ ଚାଲିଥିଲା ଟଙ୍କା ଗଣତି । ୧୦୫ଟି ବସ୍ତା ଓ ଦୁଇଟି ବଡ଼ ପେଟିରୁ ଟଙ୍କା ଗଣତି ଶେଷ ହୋଇଛି । ଏଥିରୁ ପାଖାପାଖି ୧୬୦ କୋଟି ଟଙ୍କା ମିଳିଥିବା ଜଣାପଡିଛି । ଆଜି ପୁଣି ଆଉ ୭୧ଟି ବ୍ୟାଗରେ ଥିବା ଟଙ୍କା ଗଣତି ଚାଲିଛି । ଟଙ୍କା ଗଣତିରେ ଲାଗିଛନ୍ତି ୫୦ ଜଣ ବ୍ୟାଙ୍କ କର୍ମଚାରୀ ଓ ୨୫ଟି କାଉଣ୍ଟିଂ ମେସିନ୍ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବଲାଙ୍ଗୀର ଏସବିଆଇର ମୁଖ୍ୟ ଶାଖାରେ ଏହି ଟଙ୍କାକୁ ଗଣାଯାଉଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!