Wednesday, June 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୋଦି – ଶାହାଙ୍କ ମିଶନ ଫେଲ

by ସଞ୍ଜୟ ସ୍ୱାଇଁ
September 6, 2018
in Politics
47
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା ବ୍ୟୁରୋ): ଦେଶରେ ଏବେ ମୋଦି ଓ ଶାହାଙ୍କ ମିଶନ କାମ ଦେଉନାହିଁ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ରଣନୀତି ଫେଲ୍ ମାରୁଛି । ଗୋଟିଏପଟେ ମୋଦି ମ୍ୟାଜିକ୍ ଫିକା ପଡିବା ଓ ଅନ୍ୟପଟେ ଶାହାଙ୍କ ମିଶନ୍ ସମ୍ପୂର୍ଣ୍ଣ ଫେଲ୍ ମାରୁଛି । ବିରୋଧିଦଳ ଗୁଡିକ ଏକଜୁଟ ହୋଇ ନିର୍ବାଚନୀ ମଇଦାନ୍କୁ ଓହ୍ଲାଉଥିବାରୁ ବିଜେପି ପାଇଁ ସଂକଟ ମାଡି ଆସୁଛି । ୧୦ଟି ରାଜ୍ୟର ଚରୋଟି ଲୋକସଭା ଓ ୧୧ଟି ବିଧାନସଭା ଆସନରେ ହୋଇଥିବା ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଏହି ଫଳାଫଳରେ ବିଜେପିକୁ ଜବରଦସ୍ତ ଝଟ୍କା ଲାଗିଛି । ବିଜେପି ପୂର୍ବରୁ କ୍ଷମତାରେ ଥିବା ଅଧିକାଂଶ ଆସନକୁ ବିରୋଧିଦଳ ଛଡାଇ ନେଇଛନ୍ତି । କହିବାକୁ ଗଲେ ୨୦୧୯ ନିର୍ବାଚନ ପାଇଁ ଏହି ଫଳାଫଳ ବିଜେପ ି ପାଇ ଁ ଶୁଭ ସଂକେତ ନୁହେଁ ।

ଏଭଳି ପରିସ୍ଥିତି ହୋଇଛି ବିଜେପ ି ନିଜର ଗଡଗ଼ ଡୁ କି ହରାଇବାକୁ ପଡୁଛି । ପୂର୍ବରୁ ବିରୋଧି ମେଣ୍ଟ ଉତ୍ତର ପ୍ରଦେଶର ଲୋକସଭା ଆସନ ଗୋରଖପରୁ ଓ ଫୁଲପୁର ଆସନ ବିଜେପି ଠାରୁ ଛଡାଇ ନେଇଥିବା ବେଳେ ଏବେ କୈରାନା ଲୋକସଭା ଆସନ ଓ ନୁରପୁର ବିଧାନସଭା ଆସନ ମଧ୍ୟ ବିଜେପି ହାତରୁ ଚାଲିଯାଇଛି । ଯାହାପାଇଁ କି ଏବେ ବିଜେପିର ଅବଗଣନାକୁ ନେଇ ପ୍ରଶ୍ନ ଉଠିଛି । ପକ୍ର ।ଶଥାଉ କ ି ୨୦୧୪ ନିର୍ବାଚନରେ ମୋଦି ଲହରି ଯେଉଁଭଳି ଭାବେ କାମ କରୁଥିଲା ଏବେ ଆଉ କାମ କରୁନାହିଁ । ମୋଦି-ଶାହାଙ୍କ ଯୋଡି ଦେଶବାସୀଙ୍କୁ ଯେଉଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ ସେଥିରେ ସଫଳ ହୋଇନାହାନ୍ତି । ପ୍ରତି ପରିବାରର ବ୍ୟାଙ୍କ ଆକାଉଣ୍ଟକୁ ୧୫ଲକ୍ଷ ଟଙ୍କା ଲେଖାଏଁ ଟଙ୍କା ପ୍ରଦାନ, କଳା ବେପାରିଙ୍କୁ ଗିରଫ କରିବା, ଯୁବକମାନଙ୍କୁ ଚାକିରି ପଦ୍ର ।ନ କରିବା, ଗ୍ୟାସ ୍ ଓ ପେଟ୍ରୋ ଲ ଦରକୁ ନିୟନ୍ତ୍ରିତ କରିବା, ଚାଷୀମାନଙ୍କ ପାଇଁ ଧାନ ବକି ୍ର ି ମୂଲ୍ୟ ଦେଢଗୁଣା ବଢାଇବା ଏବଂ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ ୍ ମଦ୍ଧୃ କି ୁ ରୋକବି । ପାଇ ଁ ଦଢୃ ଼ ପଦକ୍ଷେପ ନେବେ ବୋଲି ସେ ସମୟରେ ନିର୍ବାଚନୀ ଇସ୍ତାହାରରେ ପ୍ରକାଶ କରାଯାଇଥିଲା । ଜନସାଧାରଣ ସେହି ରତିଶ୍ରୁତିରେ ପଡି ବିଜେପିକୁ ଭୋଟ ଦେଇଥେô ଲ । ଏନଡ୍ ଏି ମେଣ୍ଟ ଅଧତ୍କ ଭୋଟ ପାଇ ଆସନ ଜିତିଥିଲେ ମଧ୍ୟ ବେି ଜପରି ସଂଖ୍ୟାଗରଷ୍ଠି ତା ସରକାର ଗଢ଼ିବା ପାଇଁ ଅନେକ ସୁବିଧା ସୁଯୋଗ ହୋଇଥିଲା । ଏହାପରେ ଯେତେଗୋଟି ଉପ ନିର୍ବାଚନ ହୋଇଛି ସେଥିରେ ବିଜେପିର ବିଫଳତା ଦେଖିବାକୁ ମିଳିଛି । ୨୮୨ର ୁ ଏହ ି ଆସନ ସଂଖ୍ୟା ଏବେ ୨୭୨ରେ ପହଞ୍ଚିଛି ।

ଗୁଜୁରାଟ, କର୍ଣ୍ଣାଟକ ନିର୍ବାଚନରେ ଅମିତ୍ ଶାହାଙ୍କ ଅବଗଣନା ଯାହା ଥିଲା ସେଥିରେ ବିଜେପି ସମ୍ପୂର୍ଣ୍ଣ ଫେଲ୍ ମାରିଛି । ଗୁଜୁରାଟ ନିର୍ବାଚନରେ ୧୯/୨୦ରେ ସରକାର ଗଢିଥିଲେ ମଧ୍ୟ କର୍ଣ୍ଣାଟକରେ ସେହି ମନ୍ତ୍ର କାମ ଦେଲାନାହିଁ । ଏତଦ୍ବ୍ୟତୀତ ବିଜେପି ସରକାର ସାରା ଦେଶରେ ୨୯ଟି ରାଜ୍ୟରୁ ବିଜେପି କେବଳ ୧୦ଟି ରାଜ୍ୟରେ ନିଜ ଶକ୍ତିରେ ଶାସନ କରୁଥିଲା ବେଳେ ଅନ୍ୟ ସହଯୋଗରେ ଅନେକଗୁଡିଏ ରାଜ୍ୟ ପରିଚାଳନା କରୁଛି । ପ୍ରକୃତପକ୍ଷେ କହିବାକୁ ଗଲେ ଦେଶର ୩ଟି ରାଜ୍ୟରେ ଯଥା ସିକିମ୍, ମିଜୋରାମ୍ ଓ ତାମିଲନାଡେୁ ର ବେି ଜପରି କୌଣସି ବିଧାୟକ ଏବେ ବି ନାହାନ୍ତି । ସେହିପରି ଭାବେ କେରଳରେ ୧୪୦ ବିଧାନସଭା ଆସନରୁ ମାତ୍ର ଗୋଟିଏ, ପଞ୍ଜାବରେ ୧୧୭ରୁ ୩ଟି, ପଶ୍ଚିମବଙ୍ଗରେ ୨୯୪ରୁ ୩ଟି, ତେଲେଙ୍ଗାନାରେ ୧୧୯ରୁ ୫ଟି, ନୂଆଦିଲ୍ଲୀରେ ୭୦ରୁ ୩ଟି, ଓଡିଶ଼ ।ରେ ୧୪୭ରୁ ୧୦, ନାଗାଲାଣ୍ଡରେ ୬୦ରୁ ୧୨ଟ ି ବିଧାନସଭା ଆସନ ଅକ୍ତଅି ।ର କରଛି ।ି ଏହିପର ି ହିସାବ କରାଗଲେ ଦେଶର ୧୧ଟି ରାଜ୍ୟରେ ବିଜେପିର ସ୍ଥିତି ଅତି ଦୟନିୟ । ସେହିପରି ଭାବେ ମେଘାଳୟରେ ୬୦ଟି ବିଧାନସଭା ଆସନରୁ ମାତ୍ର ୨ଟି, ବିହାରରେ ୨୪୩ ବଧି ।ନସଭା ଆସନର ୁ ୫୩ଟ,ି ଜାମ୍ମ ୁ କାଶୀ୍ମ ରରେ ୮୭ର ୁ ୨୫ଟ,ି ଗୋଆରେ ୪୦ ସିଟ୍ରୁ ମାତ୍ର ୧୩ଟି । ଏହି ଚାରୋଟି ରାଜ୍ୟରେ ବିଜେପିର ବିଧାୟକ ସଂଖ୍ୟା ସଂଖ୍ୟାଗରିଷ୍ଠତା ନଥିଲେ ମଧ୍ୟ ଅନ୍ୟ ଦଳର ସହଯୋଗରେ ଶାସନ କରୁଛି । ମୋଟ ୨୯ଟି ରାଜ୍ୟରୁ ୧୫ଟି ରାଜ୍ୟରେ ଏବେ ବ ି ବେି ଜପରି ସତି୍ଥ ି ଅତ ି ଦୟନୀୟ । କେବଳ ହାଇଜାକ୍ କରି ରାଜ୍ୟଗୁଡିକର ଶାସନ ମାଡି ବସିଛି । ଦେଶର ମୋଟ୍ ୪୧୩୯ଗୋଟି ବିଧାନସଭା ଆସନରୁ ୧୫୧୬ଗୋଟି ବିଧାନସଭା ଆସନ ଜିତି ସାରା ଦେଶରେ ଆମେ ଶାସନ କରୁଛୁ ବୋଲି ମୋଦିଶାହା ଡିଣ୍ଡିମ ପିଟୁଛନ୍ତି । ଏହି ୧୫୧୬ରୁ ୯୫୦ ବିଜେପି ବିଧାୟକ କେବଳ ୬ଟି ରାଜ୍ୟରେ ଅଛନ୍ତି । ଏହି ୬ଟି ରାଜ୍ୟ ହେଲା ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ରାଜସ୍ଥାନ । ଏହି ୬ଟି ରାଜ୍ୟରେ ବିଜେପିର ସ୍ଥିତି ସୁବିଧା ଧିଲେ ମଧ୍ୟ ଏବେକାର ଉପ ନିର୍ବା ଚନରେ ଏହ ି ରାଜ୍ୟଗୁଡକି ର ୁ ବେି ଜପରି ଲୋକପ୍ରୟି ତା କମବି ।ରେ ଲାଗିଛି ।

ଦେଶରେ ଦରଦାମ୍ ବୃଦ୍ଧି, ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ର ଦରବୃଦ୍ଧି, ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବାରୁ ଏବେ ଏନ୍ଡିଏ ମେଣ୍ଟରେ ମତଭେଦ ଦେଖାଦେଇଛି । ଏନ୍ଡଏି ର ସହଯୋଗୀ ଅନେକ ଦଳ ଏବେ ବେି ଜପି ଉପରକ ୁ ଅଙ୍କୁଶ ଉଠାଇଲେଣି । ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଏବେ ବିଜେପି ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କଲେଣି । ଆଗକୁ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ଥିଲାବେଳେ ଆସାମର ବିଶ୍ୱହିନ୍ଦୁପରିଷଦ ଓ ବଜରଙ୍ଗ ଦଳର ୯୦ ପ୍ରତିଶତ କର୍ମୀ ଇସ୍ତଫା ଦେଲେଣି । ଏହା ବିଜେପି ପାଇଁ ଚିନ୍ତା ବଢ଼ାଇ ଦେଇଛ ି ଓ ସେମାନେ ୨୦୧୯ ନବି ର୍ାଚନରେ ମୋଦ ି ବେି ରାଧି ଦଳକୁ ସମର୍ଥନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଜେଡିୟୁବିଜେପ ି ମେଣ୍ଟରେ ଏବେ ବିରାଟ ଫାଟ ଦେଖାଗଲାଣି । ଆସନ ଭାଗବଣ୍ଟାକୁ ନେଇ ମତଭେଦ ଦେଖାଦେଇଛି । ଗତ ଉପ ନିର୍ବାଚନରେ ବିଜେପରି ପରାଜୟ ନେଇ ନିତୀଶକମୁ ।ର ସଧି ।ସଳଖ ବେି ଜପକି ୁ ଦାୟୀ କରିଛନ୍ତି । ନିତୀଶ କୁମାର ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧିକୁ ନେଇ ସିଧାସଳଖ କେନ୍ଦ୍ର ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ବାରମ୍ବାର ନିର୍ବାଚନରେ ପରାସ୍ତ ହେବା ପରେ ମୋଦ-ି ଶାହାଙ୍କ ମନ୍ତ୍ର ଆଉ ପବୂ ର୍ଭ ଳି କାମ ଦେଉନାହିଁ । ଗୋଟିଏ ପରେ ଗୋଟିଏ ସହଯୋଗୀ ଦଳ ଏନ୍ଡିଏ ପ୍ରତି ବିମୁଖତା ପ୍ରଦର୍ଶନ କରୁଥିବା ବେଳେ ୨୦୧୯ ନିର୍ବାଚନ ବୈତରଣୀ ପାର ହେବାକୁ ବିଜେପି ଯଦି ନୂଆ ଯୋଜନା ନକରିବ ତେବେ ଆଗକୁ ବିଜେପି ପାଇଁ ଅଧିକ ଚିନ୍ତା ବଢ଼ାଇବ ।

Leave a Reply Cancel reply

Your email address will not be published. Required fields are marked *

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!