Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚୋରି ଉଦ୍ୟମ ଫେଲ, ଚୋରକୁ ଧରିଲେ ଲୋକ

by ସଞ୍ଜୟ ସ୍ୱାଇଁ
June 8, 2021
in Crime, State
ଚୋରି ଉଦ୍ୟମ ଫେଲ, ଚୋରକୁ ଧରିଲେ ଲୋକ
170
VIEWS
Share on FacebookShare on Twitter

ଭଞ୍ଜନଗର, (ବାଘୁଆବାର୍ତ୍ତା): ମୋବାଇଲ୍ ଦୋକାନରୁ ଚୋରି ଫେଲ୍ ମାରିଲା । ଚୋରି କରୁଥିବା ବେଳେ ଧରା ପଡିଲେ ଦୁଇ ଚୋର । କାବୁକରି ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ । ଏପରି ଏକ ଘଟଣା ଘଟିଛି କେନ୍ଦୁରଝର ଜିଲ୍ଲା ଆନନ୍ଦପୁର ଦୁର୍ଗା ମାର୍କେଟରେ । ଲକ୍ ଡାଉନ୍ ଯୋଗୁଁ ଦୋକାନ ବଜାର ବନ୍ଦ ରହୁଛି । ଏହାର ସୁଯୋଗ ନେଇ ସୋମବାର ରାତିରେ ଆନନ୍ଦପୁର ଉପଖଣ୍ଡ ସାଇଁକୂଳ ଦୁର୍ଗା ମାର୍କେଟ୍ ଠାରେ ଚୋରି ଉଦ୍ୟମ କରିଥିଲେ କିଛି ଚୋର । ଯାହା ଫେଲ୍ ମାରିଥିଲା । ଦୁଇଜଣ ଯୁବକ ମାର୍କେଟରେ ଥିବା ଏକ ମୋବାଇଲ୍ ଦୋକାନର ସ୍କାଇଲାଇଟ୍ ଭାଙ୍ଗି ଚୋରି ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ଏହା ଦେଖିଥିଲେ । ସେମାନେ ଚୋରଙ୍କୁ କାବୁକରି ପୋଲିସର ଜିମା ଦେଇଥିଲେ । ସଂପୃକ୍ତ ଯୁବକଙ୍କୁ ଅଟକ ରଖି ରାମଚନ୍ଦ୍ରପୁର ପୋଲିସ ତଦନ୍ତ ଜାରି ରଖିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!