Wednesday, July 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅନେକ ଦାମର ମୋବାଇଲ କିଣିଲେବି ଗଛ ମୂଳେ ଜମୁଛି ଲୋକଙ୍କ ଭିଡ଼,

by ସଞ୍ଜୟ ସ୍ୱାଇଁ
September 30, 2021
in State
ଅନେକ ଦାମର ମୋବାଇଲ କିଣିଲେବି ଗଛ ମୂଳେ ଜମୁଛି ଲୋକଙ୍କ ଭିଡ଼,
162
VIEWS
Share on FacebookShare on Twitter

ବନ୍ଧୁଗାଁ, (ବାଘୁଆବାର୍ତ୍ତା): ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କୁମ୍ଭାରୀ ପୁଟ, କୁଟ୍ରାବେଡା ଓ ଗାରିଡି ଓ ଜାଗୁଡ଼ା ଏହି ୪ ପଞ୍ଚାୟତର ପ୍ରାୟ ତିନିହଜାର ଲୋକ ରହୁଥିବା ବେଳେ ଅତିକମରେ ଦୁଇସହରୁ ଉର୍ଦ୍ଧ୍ୱ ଲୋକ ମୋବାଇଲ ବ୍ୟବହାର କରୁଛନ୍ତି ଓ କିନ୍ତୁ ଲୋକେ ଅନେକ ଦାମର ମୋବାଇଲ କିଣିଛନ୍ତି ମାତ୍ର ଯୋଗାଯୋଗ ସେବା ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସୋମୁଖୀନ ହେଉଛନ୍ତି ଓ କୁମ୍ଭାରୀ ପୁଟ ଗ୍ରାମରେ ସାଟେଲାଇଟ ମାଧ୍ୟମରେ ୨ଯି ବିଏସଏନଏଲ ସେବା କରାଯାଇଛି କିନ୍ତୁ ତାହା ସେତେ ସେବା ଯୋଗାଇବା ପାଇଁ କ୍ଷମତା ହୋଇପାରୁନାହିଁ ଓ ବାହାରରୁ ଫୋନ ଆସିଲେ କଥା ଶୁଭିବ ନାହିଁ ଓ ଏପଟୁ ଫୋନ କଲେ ଆମ କଥା ସେପଟ ବ୍ୟକ୍ତିଙ୍କୁ ଶୁଭିବ ନାହିଁ ଓ ଏପରି ପରିସ୍ଥିତିରେ ଲୋକେ ନାମକୁ ମାତ୍ର ବିଏସଏନଏଲ ସେବା ରହିଥିବାର କହୁଛନ୍ତି ଓ ଯେକୌଣସି ଖବର ଓ ବାହାରରେ ରହୁଥିବା ସମ୍ଫର କିୟଙ୍କୁ କିଛି ବିଷୟ ଅବଗତ କରିବାକୁ ହେଲେ କୁମ୍ଭାରୀ ପୁଟ ଠାରେ ଲାଗି ରହିଥିବା ବିଏସଏନଏଲ ସେବା ଠିକରେ ସେବା ପାଇଁଥିବାରୁ ଦୁଇ ମିନିଣ୍ଟି କଥା ପାଇଁ କେଉଁ ଗାଁ ଲୋକେ ଛଅ କିମି ତ କେଉଁ ଗାଁ ଲୋକେ ବାର କିମି ରାୟଗଡା ଜିଲ୍ଲାର କୁମ୍ଭୀକଟା ପଞ୍ଚାୟତର ତୁଣ୍ଡା ଗ୍ରାମ ନିକଟ ୧ ପାହାଡ଼ ଉପର ଏକ ଗୋଚତଳେ ଯାଇ ମୋବାଇଲର ଜିଓ ସେବା ସଂଯୋଗ କରି ଲୋକେ ଦୁଇ ତିନି ମିନିଣ୍ଟ କଥା ହବ ପାଇଁ ଯିବାକୁ ପଡିଥାଏ ଓ ଏହି ସ୍ଥାନରେ ଯେକୋଣସି ସମୟରେ ମଧ୍ୟ ଲୋକେ ଉପସ୍ଥିତ ରହିଥିବାର ଦେଖିବାକୁ ମିଳେ ଓ ଏହି ସ୍ଥାନକୁ ଯିବା ପାଇଁ ହେଲେ ଗାରିଡି ପଞ୍ଚାୟତର ଗାରିଡି ଗ୍ରାମ ଦେଇ ଆମ୍ବଲି ପୁଟ ଗ୍ରାମ ମଧ୍ୟ ଦେଇ ତୁଣ୍ଡା ଗ୍ରାମ ନିକଟ ଜିଓ ସେବା ପାହାଆଡକୁ ଯିବାକୁ ପଡିଥାଏ ଓ ଉକ୍ତ ଅସୁବିଧା ସୋମୁଖୀନ ହୋଉଥିବାରୁ ଆମ ଏହି ଚାରିଗୋଟି ପଞ୍ଚାୟତର ପାଇଁ ଡୁମ୍ବାଡଙ୍ଗର ଠାରେ ଗତ ଚାରିବର୍ଷ ପୂର୍ବେ ଜିଓ ଟାୱାର ବସାଯାଇଛି କିନ୍ତୁ ତାହା କାହିଁକି ଆଜି ପର୍ୟ୍ୟନ୍ତ ଚାଲି ପାରୁନାହିଁ ଓ ଲୋକେ ଯୋଗାଯୋଗ ସେବା ନଥିବାରୁ ବହୁତ କଷ୍ଟରେ ଯେଉଁଠି ଯୋଗାଯୋଗ ସେବା ଥାଏ ସେହି ସ୍ଥାନକୁ ଯାଇଥାନ୍ତି ଓ ଏପରି ଭାବରେ ଚାରି ପଞ୍ଚାୟତର ଗ୍ରାମବାସୀ ମାନେ ଜିଓ ସେବାକୁ ଅପେକ୍ଷା କରି ଅନାଇ ରହିଥିବାର କହିଥିଲେ ଓ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!