ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପୂର୍ବତନ ବାଚସ୍ପତି ପ୍ରଦୀପ ଅମାତ କରୋନା ଆକ୍ରାନ୍ତ ହୋଇଛନ୍ତି । ଆଜି ସକାଳୁ ତାଙ୍କୁ ବୈାଦ୍ଧରୁ ଭୂବନେଶ୍ୱର କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଥିବା ଜଣାଯାଇଛି । ବୈାଦ୍ଧ ବିଧାୟକ ଭାବେ ତାଙ୍କର ବହୁ ଖ୍ୟାତି ରହିଥିବା ବେଳେ ସେ ପୂର୍ବରୁ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ଜଣାଯାଇଛି । ଆଜି ତାଙ୍କର ସ୍ୱାସ୍ଥ୍ୟରେ ଅବନତୀ କରିବାରୁ ତାଙ୍କୁ ଭୂବନେଶ୍ୱର ସ୍ଥାନାନ୍ତିରତ କରାଯାଇଛି ।





