Thursday, June 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନା ପାଇଁ ବିଜେପି ମନ୍ତ୍ରୀଙ୍କ ନୂଆ ଫର୍ମୁଲା, ଯଜ୍ଞ କର ଆହୁତି ଦିଅ କରୋନା ଚାଲିଯିବ

by ସଞ୍ଜୟ ସ୍ୱାଇଁ
May 12, 2021
in Health, Politics
କରୋନା ପାଇଁ ବିଜେପି ମନ୍ତ୍ରୀଙ୍କ ନୂଆ ଫର୍ମୁଲା, ଯଜ୍ଞ କର ଆହୁତି ଦିଅ କରୋନା ଚାଲିଯିବ
184
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା) ମହାମାରୀ କରୋନାର ଦ୍ୱିତୀୟ ଲହରରେ ସାରା ଦେଶ ଆଉଟୁପାଉଟୁ ହେଉଛି । ମାସ୍କ, ସାମାଜିକ ଦୂତତା ଓ ଟିକାକରଣ ଦ୍ୱାରା ହିଁ କରୋନା ଭାଇରସକୁ ମାତ ଦିଆଯାଇ ପାରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ହେଲେ ମଧ୍ୟପ୍ରଦେଶର କ୍ଷମତାସୀନ ବିଜେପି ସରକାରରେ ସଂସ୍କୃତି ମନ୍ତ୍ରୀ ଥିବା ଉଷା ଠାକୁର ନୂଆ ତଥା ଅଜବ ଉପାୟ ଆପଣାଇବାକୁ ଲୋକଙ୍କୁ କହିଛନ୍ତି । ପରିବେଶର ବିଶୋଧନ କରିବାକୁ ଯଜ୍ଞ କରିବା ଦରକାର । ବହୁ ପୁରାତନ ଯୁଗରୁ ମହାମାରୀକୁ ଦୂର କରିବା ପାଇଁ ଯଜ୍ଞ କରାଯାଉଛି । ତେଣୁ କରୋନାରୁ ମୁକୁଳିବାକୁ ହେଳେ ଆମ ସମସ୍ତଙ୍କୁ ଗୋଟିଏ ସମୟରେ ଯଜ୍ଞ କରିବାକୁ ପଡିବ ବୋଲି ସେ କହିଛନ୍ତି । ସେ କହିଛନ୍ତି, “ଆମେ ସମସ୍ତଙ୍କୁ ନିବେଦନ କରିବାକୁ ଚାହୁଁଛନ୍ତି ଯେ ସେମାନେ ଯଜ୍ଞ କରନ୍ତୁ ଓ ଆହୁତି ଦିଅନ୍ତୁ । ଏହାଦ୍ୱାରା ପରିବେଶ ବିଶୋଧନ ହୋଇପାରିବ । କାରଣ ଏହି ପ୍ରଥା ଓ ପରମ୍ପରା ମହାମାରୀକୁ ମୂଳପୋଛ କରିବା ପାଇଁ ବହୁ ପୁରାତନ କାଳରୁ ଆପଣା ଯାଉଛି ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!