ନୟାଗଡ଼, (ବାଘୁଆବାର୍ତ୍ତା): ଯଶସ୍ବୀ ସାରସ୍ବତ ସାଧକ, ମନୋଜ ଦାସଙ୍କ ବିୟୋଗରେ ନୟାଗଡ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ବର୍ଗତ ମନୋଜ ଦାସଙ୍କ ସାହିତ୍ୟ ଜଗତ ପାଇଁ ଜଣେ ନିଆରା ମଣିଷ ବୋଲି କହିଛନ୍ତି । ତାଙ୍କ ବିୟୋଗରେ ମନ୍ତ୍ରୀ ମାର୍ମିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।





