ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଏନଇଇଟିରେ କୃତକାର୍ୟ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏମବିବିଏସ୍ ଓ ବିଡିଏସ ଆଡ୍ମିଶନ୍ ପାଇଁ କାଉନ୍ସେଲିଂ କରାଯିବ । ନଭେମ୍ୱର ୨୯ ତାରିଖରୁ ଏହି ଅନ୍ଲାଇନ୍ କାଉନ୍ସେଲିଂ ଆରମ୍ଭ ହେବ । ଏନେଇ ଓଜେଇଇ ୱେବ୍ସାଇଟ୍ରେ କାର୍ୟ୍ୟସୂଚୀ ଉପଲବ୍ଧ ହେବ ।