Wednesday, July 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନୟାଗଡ଼ରେ ଜାତୀୟ ନିରାପଦ ମାତୃତୁ ଦିବସ ପାଳିତ

by ସଞ୍ଜୟ ସ୍ୱାଇଁ
April 11, 2023
in Health, State
ନୟାଗଡ଼ରେ ଜାତୀୟ ନିରାପଦ ମାତୃତୁ ଦିବସ ପାଳିତ
86
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସହରାଞ୍ଚଳ ପ୍ରାଥମିକ ସ୍ୱସ୍ଥ୍ୟ କେନ୍ଦ୍ର ଠାରେ ଜାତୀୟ ନିରାପଦ ମାତୃତୁ ଦିବସ ଅନୁଷ୍ଟିତ ହୋଇଯାଇଅଛି । ଅନୁଷ୍ଠିତ ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମକରନ୍ଦ ବେଉରା ସଭାପତିତ୍ୱ କରିଥିଲେ । ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପୁଷ୍ପା ନିଳୀମା ଲାକ୍ରା, ସ୍ବାସ୍ଥ୍ୟ ଓ ପରିବାର ଅଧିକାରି ଡ଼ାକ୍ତର ସୁଭାଷ ଚନ୍ଦ୍ର ନାୟକ, ଆଶା, ଅଙ୍ଗନବାଡ଼ି ଯୋଗଦାନ କରିଥିଲେ। ଏହି ସଭାରେ ୨୫ ଜଣ ଗର୍ଭବତୀ ଓ ପ୍ରସ୍ତୁତି ଉପସ୍ଥିତ ଥିଲେ । ଗର୍ଭବତୀ ର ଯତ୍ନ ,ପ୍ରତିଷେଧକ ଟୀକା,ସହିତ ସୁଷମ ଖାଦ୍ୟ ବିଷୟରେ ଆଲୋଚନା କରାଯାଇଥିଲା ।

ଗର୍ଭ ସମୟରେ କଣ କଣ ବିପଦ ସଂକେତ ଘଟିଥାଏ ସେ ଉପରେ ଆଲୋଚନା କରିଥିଲେ। ତେଣୁ ସମସ୍ତେ ସଚେତନତା ହୋଇ ଚିକିତ୍ସା କରିବା ଆବଶ୍ୟକ। ନିରାପଦ ମାତୃତୁ ପାଇଁ ସଚେତନତା ନିହାତି ଆବଶ୍ୟକ ଅଟେ। ଶେଷରେ ପ୍ରଶ୍ନ ଉତର ମାଧ୍ୟମରେ ସଙ୍ଗେ ସଙ୍ଗେ ପ୍ରୁରସ୍କୃତ କରଯାଇଥିଲା। ଏହା ପରେ ଗର୍ଭବତୀ ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ,ରକ୍ତ ପରୀକ୍ଷା, କାଲସୀୟମ ବଟିକା ବଣ୍ଟନ,ଓଜନ ଆଦି କରାଯାଇଥିଲା। ସୃତିଲତା ବିଶ୍ୱାଳ କାଯ୍ୟକ୍ରମ କୁ ପରିଚାଳନା କରିଥିଲେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!