ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଜୁଲାଇ ୬ ତାରିଖ ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ରେଜଲ୍ଟ । ଉକ୍ତ ଦିନ ୧ ଘଟିକା ସମୟରେ ରେଜଲ୍ଟ ପ୍ରକାଶ ହେବ । ଏ ନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରକାଶ କରିଛନ୍ତି । ଏ ବର୍ଷ ୫ ଲକ୍ଷରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।