ନୟାଗଡ଼,(ବାଘୁଆବାର୍ତ୍ତା): ରଣପୁର ବିଧାୟକ କାଣ୍ଡପଡ଼ା ପଞ୍ଚାୟତରେ କରୋନା ସଚେତନତା କରିବା ସହ ମାସ୍କ ଓ ସାନିଟାଇଜର ବଣ୍ଟନ କରିଛନ୍ତି । ଉକ୍ତ ପଞ୍ଚାୟତର କଳାମାଟିଆ, ଧମଡ଼ା, ଗୁଣ୍ଡୁରିବାରି, ରାଜବଲ୍ଲଭପୁର ପ୍ରଭୃତି ଗ୍ରାମରେ ମାସ୍କ ଓ ସାନିଟାଇଜର ବଣ୍ଟନ କରିଛନ୍ତି । ପୂର୍ବତନ ସରପଞ୍ଚ ନର୍ମଦା ରାୟ ଏବଂ ଅନ୍ୟମାନେ ଯୋଗ ଦେଇଥିବା ଜଣାଯାଇଛି ।






