Sunday, July 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୋଜି ବଦଳେ ଅନ୍ତେବାସୀଙ୍କ ଦୁଃଖ ବୁଝିଲେ ପ୍ରମୋଦ

by ସଞ୍ଜୟ ସ୍ୱାଇଁ
May 24, 2021
in Nayagarh
608
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): କରୋନା ସମୟରେ ଆଡ଼ମ୍ବର ବାହାଘର କରିବାକୁ ଗୁରୁତ୍ୱ ଦେଇ ନାହାନ୍ତି ପ୍ରମୋଦ । ଏପରିକି ଭୋଜି ଭାତଠାରୁ ଦୂରେଇ ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ଦୁଃଖ ବୁଝିଛନ୍ତି ପ୍ରମୋଦ । ନୟାଗଡ଼ ସଦର ବ୍ଲକ ଅନ୍ତର୍ଗତ ଗଦାଧରପ୍ରସାଦ ପଞ୍ଚାୟତ ହରିହରପୁର ଗ୍ରାମର ଯୁବ ସମାଜସେବୀ ତଥା ବ୍ୟବସାୟୀ ପ୍ରମୋଦ କୁମାର ସାହୁ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିଚ୍ଛେଦ ସାହୁଙ୍କ ପୁତ୍ର ପ୍ରମୋଦ ଛାତ୍ର ଜୀବନରୁ ସମାଜର ଉନ୍ନତୀ ପାଇଁ ସଦାସର୍ବଦା ଚିନ୍ତିତ ଥିବା ବେଳେ ଆଜି ତାଙ୍କର ବିହାହରେ ମଧ୍ୟ ସେ ଅନ୍ୟ ପାଇଁ ଚିନ୍ତା କରିଛନ୍ତି । ଦିଘିର ନିବାସୀ ପ୍ରସନ୍ନ ସାହୁଙ୍କୁ କନ୍ୟା ଶ୍ରୀମୟୀ ସାହୁଙ୍କୁ ସେ ଆଜି ବିବାହ କରିବା ପରେ ସେ ନୟାଗଡ଼ ଲେଖନପୁରଠାରେ ଅବସ୍ଥିତ ବୃଦ୍ଧାଶ୍ରମରେ ପହଞ୍ଚିଥିଲେ । ସେଠାରେ ସେ ବୃଦ୍ଧାଶ୍ରମ ଅନ୍ତେବାସୀ ପାଇଁ ଲୁଗାପଟା ସହ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବୃଦ୍ଧାଶ୍ରମ ପରିଚାଳକ ଅରୁଣ ମହାନ୍ତି, ଧିରେନ୍ଦ୍ର ପଟ୍ଟନାୟକ, ପ୍ରବୀର ପୃଷ୍ଟି, ପ୍ରସନ୍ନ କୁମାର ବସନ୍ତିଆ, ବିଜୁ ଛାତ୍ର ଜନତା ଦଳ ସଭାପତି ନୀଳମାଧବ ପଣ୍ଡା ପ୍ରମଖ ଉପସ୍ଥିତ ଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!