Sunday, September 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହସ୍ପିଟାଲରୁ ଲାପ୍‌ଟପ୍‌ ଚୋରି, ମ୍ୟାନେଜର ଗିରଫ

by ସଞ୍ଜୟ ସ୍ୱାଇଁ
November 29, 2024
in Crime, State
ହସ୍ପିଟାଲରୁ ଲାପ୍‌ଟପ୍‌ ଚୋରି, ମ୍ୟାନେଜର ଗିରଫ
121
VIEWS
Share on FacebookShare on Twitter

ରାଉରକେଲା, (ବାଘୁଆବାର୍ତ୍ତା): ଲାପ୍‌ଟପ୍‌ ଚୋରି ଘଟଣାରେ ସୁନ୍ଦରଗଡ଼ ଏନ୍‌ଟିପିସି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ମ୍ୟାନେଜର ରଶ୍ମିରଞ୍ଜନ ସାହୁଙ୍କୁ ଛତିଶଗଡ଼ର ରାୟପୁର ପୁଲିସ ଗିରଫ କରିଛି। ରାୟପୁର ପୁଲିସଟିମ୍‌ ସୁନ୍ଦରଗଡ଼ ଟାଉନ ପୁଲିସ ସହାୟତାରେ ମେଡିକାଲ ପରିସରରୁ ରଶ୍ମିରଞ୍ଜନକୁ ଉଠାଇ ନେଇଥିଲା। ଗତକାଲି ଅପରାହ୍‌ଣ ପ୍ରାୟ ଦେଢ଼ଟାରେ ରାୟପୁର ପୁଲିସ ସୁନ୍ଦରଗଡ଼ରେ ପହଞ୍ଚିଥିଲା। ରଶ୍ମିରଞ୍ଜନ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଚାକିରି କରିଥିଲେ। ଘରୋଇ ହସ୍ପିଟାଲର ପକ୍ଷରୁ ତାଙ୍କୁ କୁଆଡ଼େ ତିନି ମାସର ଦରମା ମିଳି ନଥିଲା। ଦରମା ନ ମିଳିବାରୁ ସେ ହସ୍ପିଟାଲରୁ ଦାମୀ ଲାପ୍‌ଟପ୍‌ ଚୋରି କରି ଫେରାର ହୋଇଯାଇଥିଲେ। ହସ୍ପିଟାଲ ପକ୍ଷରୁ ତାଙ୍କ ନାଁରେ ରାୟପୁର ଥାନାରେ ଲିଖିତ ଦିଆଯାଇଥିଲା। ଘରୋଇ ହସ୍ପିଟାଲର ପକ୍ଷରୁ ତାଙ୍କୁ କୁଆଡ଼େ ତିନି ମାସର ଦରମା ମିଳି ନଥିଲା। ଦରମା ନ ମିଳିବାରୁ ସେ ହସ୍ପିଟାଲରୁ ଦାମୀ ଲାପ୍‌ଟପ୍‌ ଚୋରି କରି ଫେରାର ହୋଇଯାଇଥିଲେ। ହସ୍ପିଟାଲ ପକ୍ଷରୁ ତାଙ୍କ ନାଁରେ ରାୟପୁର ଥାନାରେ ଲିଖିତ ଦିଆଯାଇଥିଲା। ଲାପ୍‌ଟପ୍‌ ଚୋରି କରିବାର କିଛି ମାସ ପରେ ଆଉଟ୍‌ସୋର୍ସିଂ ସଂସ୍ଥା ଜରିଆରେ ସେ ସୁନ୍ଦରଗଡ଼ ଏନ୍‌ଟିପିସି ମେଡିକାଲ କଲେଜ ମ୍ୟାନେଜର ଭାବେ ନିଯୁକ୍ତି ପାଇଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!