Saturday, August 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଇତିହାସ ରଚିଲେ ଭାରତୀୟ ସନ୍ତରଣକାରୀ

by ସଞ୍ଜୟ ସ୍ୱାଇଁ
July 2, 2021
in Sports
ଇତିହାସ ରଚିଲେ ଭାରତୀୟ ସନ୍ତରଣକାରୀ
73
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ଦେଶର ପ୍ରଥମ ମହିଳା ସନ୍ତରଣକାରୀ ଭାବେ ଟୋକିଓ ଅଲମ୍ପିକ୍ରେ ୨୦୨୦ ଭାଗ ନେବା ମାନା। ୟୁନିଭର୍ସାଲ୍ କୋଟା ମାଧ୍ୟମରେ ସେ ଏହି ଯୋଗ୍ୟତା ହାସଲ କରିଛନ୍ତି । ଏନେଇ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ କରିଛନ୍ତି ଯେ, ଜୁଲାଇ ୨୩ ରୁ ଅଗଷ୍ଟ ୮ ପର୍ୟ୍ୟନ୍ତ ଅଲିମ୍ପିକର ସନ୍ତରଣ ବିଭାଗରେ ଖେଳ ପ୍ରତିଯୋଗିତା ହେବ। ବ୍ୟାକ୍ଷ୍ଟ୍ରୋକ୍ ସନ୍ତରଣକାରୀ ମାନା ପଟେଲ ଦେଶର ପ୍ରଥମ ମହିଳା ଓ ତୃତୀୟ ଭାରତୀୟ ସନ୍ତରଣକାରୀ ଭାବେ ଟୋକିଓ ଅଲିମ୍ପିକ ୨୦୨୦ରେ ଭାଗ ନେବାକୁ ଯୋଗ୍ୟତା ହାସଲ କରିଛନ୍ତି । ଗୋଟିଏ ଦେଶରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଅଲିମ୍ପିକ୍ରେ ଭାଗ ନେବାକୁ ଅନୁମତି ମିଳିଥାଏ । ଏଥିରେ ସମାନ ଜେଣ୍ଡର୍ରେ ସମାନ ଖେଳ ପାଇଁ ଗୋଟିଏ ଦେଶରୁ ଅନ୍ୟ କାହାକୁ ଏହି ସୁଯୋଗ ଦିଆଯାଏ ନାହିଁ । ଅଲିମ୍ପିକ ସିଲେକ୍ସନ ଟାଇମ୍ ( ବି ଟାଇମ୍) ଅନୁସାରେ ଚୟନିତ ଖେଳାଳିକୁ ଭାଗ ନେବାକୁ ନିମନ୍ତ୍ରଣ କରାଯାଇଥାଏ । ୨୧ ବର୍ଷୀୟା ମାନା ପଟେଲ୍ ଏଥର ଜାପାନ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ରେ ଭାରତ ସଞ୍ଜନା ପ୍ରକାଶ ଓ ଶ୍ରୀହରି ନଟରାଜନଙ୍କ ସହିତ ମିଶି ଖେଳ ପ୍ରଦର୍ଶନ କରିବେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!