Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଡିସେମ୍ବରରେ ଲୋକସଭା ନିର୍ବାଚନ, ସବୁ ହେଲିକପ୍ଟର ବୁକ, ବିଜେପି ବିରୁଦ୍ଧରେ ବର୍ଷିଲେ ମମତା

by ସଞ୍ଜୟ ସ୍ୱାଇଁ
August 28, 2023
in NATIONAL NEWS, Politics
ସାଧାରଣ ନିର୍ବାଚନରେ ଦେଶର ଜନତା ବିଜେପି ପାଇଁ ହେବେ ‘ବୁଲଡୋଜର’: ମମତା ବାନାର୍ଜୀ
304
VIEWS
Share on FacebookShare on Twitter

କୋଲକାତା, (ବାଘୁଆବାର୍ତ୍ତା): ଦେଶରେ ଆସନ୍ତା ଡିସେମ୍ବରରେ ସାଧାରଣ ନିର୍ବାଚନ ହେବ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ । ମମତା କହିଛନ୍ତି ସେ ରାଜ୍ୟରେ ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟିକୁ ଯେପରି ଭାବରେ ହରାଇଥିଲେ ସେହିପରି ଭାବରେ କେନ୍ଦ୍ରରେ ବିଜେପିକୁ ବି ହରାଇବେ । ସୋମବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ବଡ ଅଭିଯୋଗ ଲଗାଇଛନ୍ତି । ମମତା କହିଛନ୍ତି କେନ୍ଦ୍ରରେ ମୋଦୀଙ୍କ ନେତୃତ୍ୱରେ ପରିଚାଳିତ ବଜେପି ସରକାର ଚଳିତ ବର୍ଷ ଡିସେମ୍ବରରେ ଲୋକସଭା ନିର୍ବାଚନ କରାଇ ପାରନ୍ତି । ତୃଣମୂଳ କଂଗ୍ରେସର ଯୁବ ସମର୍ଥକଙ୍କ ଏକ ରାଲିରେ ସମ୍ବୋଧିତ କରିବା ଅବସରରେ ମମତା ବାନାର୍ଜୀ ଏହି କଥା କହିଛନ୍ତି । ମମତା ଆହୁରି କହିଛନ୍ତି ବିଜେପି ଏହାର ନିର୍ବାଚନ ପ୍ରଚାର ଲାଗି ସମସ୍ତ ହେଲିକପ୍ଟର ଏବେ ଠାରୁ ବୁକ୍ କରିସାରିଲାଣି । ସେ ଅଭିଯୋଗ ଲଗାଇଛନ୍ତି କି ବିଜେପି ଅନ୍ୟ ରାଜନୈତିକ ଦଳକୁ ପ୍ରଚାର ଲାଗି ହେଲିକପ୍ଟରର ବ୍ୟବହାର କରିବାକୁ ଦେବ ନାହିଁ । ବିଜେପି ଦେଶରେ ବିଦ୍ୱେଷ ଭାବ ବଢାଉଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି । ମମତା କହିଛନ୍ତି ବିଜେପି ତୃତୀୟ ବାର ଦେଶରେ କ୍ଷମତାକୁ ଆସିଲେ ଏକଛତ୍ରବାଦ ଶାସନ ଜାରି କରିବ । ସେ କହିଛନ୍ତି ଯେପରି ଭାବରେ ତୃଣମୂଳ ପଶ୍ଚିମବଙ୍ଗରେ ମାର୍କବାଦୀ କମ୍ୟୁନିଷ୍ଟ ପାର୍ଟିର ୩ ଦଶକର ଦୀର୍ଘ ଶାସନକୁ ସମାପ୍ତ କରିଦେଇଥିଲା ସେହିପରି ଏବେ ଲୋକସଭା ନିର୍ବାଚନରେ ବିଜେପିକୁ ହରାଇବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!