Tuesday, September 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମଜୁରିଆପଲ୍ଲୀ ଭୈରବୀ ମନ୍ଦିରଠାରେ ରାହାଜାନି

by ସଞ୍ଜୟ ସ୍ୱାଇଁ
December 4, 2019
in Accident, Breaking, Crime, Nayagarh
ମଜୁରିଆପଲ୍ଲୀ ଭୈରବୀ ମନ୍ଦିରଠାରେ ରାହାଜାନି
57
VIEWS
Share on FacebookShare on Twitter

ମହିଳାଙ୍କଠାରୁ ଚେନ, ଶଙ୍ଖା ଲୁଟ

ନୟାଗଡ଼, (ବାଘୁଆବାର୍ତ୍ତା) : ବୁଧବାର ସଂନ୍ଧ୍ୟାରେ ଇଟାମାଟି ଥାନା ଅନ୍ତର୍ଗତ ମଜୁରିଆପଲ୍ଲୀ ଭୈାରବୀ ମନ୍ଦିର ନିକଟରେ ରାହାଜାନି ହୋଇଥିବା ଜଣାପଡ଼ିଛି । ଲୁଟେରାମାନେ ବାଇକରେ ଯାଉଥିବା ଦମ୍ପତ୍ତିଙ୍କୁ ଆକ୍ରମଣ କରିବା ଫଳରେ ମହିଳା ଗାଡ଼ିରୁ ପଡ଼ି ଗୁରୁତର ହୋଇଛନ୍ତି । ଏହାର ସୁଯୋଗ ନେଇ ଦୁଇଜଣ ଲୁଟେରା ତାଙ୍କଠାରୁ ଚେନ୍, ସୁନାଶଙ୍ଖା ଲୁଟି ନେଇଛନ୍ତି । ସ୍ଥାନୀୟ ଲୋକେ ମହିଳାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଛନ୍ତି । ଏହି ଦମ୍ପତ୍ତି ହେଲେ ରଣପୁର ଥାନା ଲୋଧାଚୁଆ ଗ୍ରାମର ବାନାମ୍ବର ନାୟକ ଏବଂ ତାଙ୍କ ପôତୀ ପ୍ରମିଳା ନାୟକ । ସେ ଆଜି ନିଜ ଝିଅକୁ ନୟାଗଡ଼ର ଏକ ଟିୟୁଟୋରିଆଲରେ ଦେଖା କରି ଫେରୁଥିଲେ ।

Leave a Reply Cancel reply

Your email address will not be published. Required fields are marked *

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!