Thursday, September 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖଣି ଖାଦାନ ଉପରେ ପ୍ରଶାସନର ଚଢ଼ାଉ

by ସଞ୍ଜୟ ସ୍ୱାଇଁ
January 2, 2025
in Crime, State
ଖଣି ଖାଦାନ ଉପରେ ପ୍ରଶାସନର ଚଢ଼ାଉ
112
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ଢେଙ୍କାନାଳ ଖଣି ଖାଦାନ ଉପରେ ପ୍ରଶାସନର ସବୁଠାରୁ ବଡ ରେଡ। ଗନ୍ଦିଆ ତହସିଲ ନିହଲ ପ୍ରସାଦ ବେଆଇନ ପାହାଡ ଓ ପଥର ଖଣି ଗୁଡ଼ିକରେ ପ୍ରଶାସନର ଜୋରଦାର ଚଢ଼ାଉ । ତିନି ଦିନ ହେଲା ଚାଲିଛି ରେଡ । ଏଯାବତ ବେଆଇନ କାରବାର ଅଭିଯୋଗରେ ୬ ଜିଲ୍ଲାର ୨୧ ଖଣି ମାଫିଆଙ୍କୁ ପ୍ରଶାସନ ବାନ୍ଧିଲାଣି । ୧୭ ଟ୍ରକ୍ ସମେତ ଗୋଟିଏ କାର ଓ ବାଇକ୍ ଜବତ ହୋଇଛି । ସଂରକ୍ଷିତ ଜଙ୍ଗଲରେ ଥିବା ଖଣି ଖାଦାନରୁ ମାଫିଆ ଖଣି ଲୁଟ କରୁଥିବା ଅଭିଯୋଗ ହୋଇଥିଲା । ୧୬୩ ଧାରା ଜାରି ସତ୍ତ୍ବେ ନିଶ୍ଚିନ୍ତା ପାହାଡକୁ କାଟି କଳା ପଥର ଲୁଟ କରୁଥିଲେ ଢେଙ୍କାନାଳ ସମେତ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର,କଟକ,ଖୋର୍ଦ୍ଧା,ଓ ଭଦ୍ରକ ଖଣି ମାଫିଆ । ଏହାପରେ ଏନଜିଟି ନିର୍ଦ୍ଦେଶରେ ସ୍ଥାନୀୟ ପ୍ରଶାସନର ତିନିଟି ବିଭାଗ ରେଡ ଆରମ୍ଭ କରିଥିଲେ । ଏଥିରେ ପୋଲିସ ସହ ରାଜସ୍ବ ଓ ବନ ବିଭାଗ ସାମିଲ ଅଛନ୍ତି । ଏକସାଙ୍ଗରେ ୯୦ ଜଣ କର୍ମଚାରୀ ରେଡ କରୁଛନ୍ତି । ଜିଲ୍ଲାପାଳ କହିଛନ୍ତି, ଏହି ଚଢାଉ ଜିଲ୍ଲାର ପ୍ରତ୍ଯେକ ଅଞ୍ଚଳରେ ହେବ । ଆଠଟି ତହସିଲରେ ଥିବା ବେଆଇନ ଖଣି କ୍ରସର ଗୁଡ଼ିକରେ ରେଡ ହେବ। ଖଣି ମାଫିଆଙ୍କୁ ସାବାଡ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!