Saturday, July 18, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରଧାନମନ୍ତ୍ରୀ ହେବାକୁ ଚାହାନ୍ତି ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ପ୍ରେମିକା ମହୱିଶ ହୟାତ

by ସଞ୍ଜୟ ସ୍ୱାଇଁ
July 27, 2021
in WORLD
ପ୍ରଧାନମନ୍ତ୍ରୀ ହେବାକୁ ଚାହାନ୍ତି ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ପ୍ରେମିକା ମହୱିଶ ହୟାତ
251
VIEWS
Share on FacebookShare on Twitter

ଇସଲାମାବାଦ, (ବାଘୁଆବାର୍ତ୍ତା): ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବେ ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ୍ ଇବ୍ରାହିମର ଗର୍ଲଫ୍ରେଣ୍ଡ । ଗର୍ଲଫ୍ରେଣ୍ଡ ମହୱିଶ୍‌ ହୟାତ ପ୍ରଧାନମନ୍ତ୍ରୀ ପଦରେ ବସିବାକୁ ଦିନ ରାତି ସ୍ୱପ୍ନ ଦେଖୁଛନ୍ତି । ଏକ ସାକ୍ଷାତ୍‌କାରରେ ସେ ନିଜର ଏହି ଇଚ୍ଛା ପ୍ରକାଶ କରି କହିଛନ୍ତି ଇମ୍ରାନ୍‌ ଖାନ୍ ତାଙ୍କୁ ପ୍ରଭାବିତ କରିଛନ୍ତି । ଆଉ ଏଥିପାଇଁ ସେ ଏହି ପଦ ପାଇଁ ମନ ବଳାଇଛନ୍ତି । ଏହାସହ ମହୱିଶ ଏହି କଥା ମଧ୍ୟ ଦାବି କରି କହିଛନ୍ତି କି ଯେବେ ଠାରୁ ଇମ୍ରାନ୍‌ ଖାନ୍‌ ଶାସନକୁ ଆସିଛନ୍ତି , ପାକିସ୍ତାନର ସ୍ଥିତି ବହୁତ ଭଲ ସ୍ତରକୁ ଆସିଛି । ହେଲେ ଏହି କଥା ଅଲଗା ଯେ, ପାକ୍‌ର ଅଧିକାଂଶ ଲୋକ ଇମ୍ରାନଙ୍କ ଅସଫଳତାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି । ଟ୍ରିବ୍ୟୁନ୍‌ର ରିପୋର୍ଟ ଅନୁସାରେ , ଏକସ୍ଥାନୀୟ ମିଡ଼ିଆ ଆଉଟ୍‌ଲେଟ୍‌କୁ ଦେଇଥିବା ସାକ୍ଷାତ୍‌କାରରେ ଦାଉଦ୍‌ ଇବ୍ରାହିମ୍‌ର ପ୍ରେମିକା ମହୱିଶ ହୟାତ ଇମ୍ରାନ ଖାନଙ୍କୁ ନେଇ କହିଛନ୍ତି କି ଯଦି କ୍ରିକେଟର ପ୍ରଧାନମନ୍ତ୍ରୀ ହୋଇ ପାରନ୍ତି , ତ ଅଭିନେତ୍ରୀ ମଧ୍ୟ ପିଏମ୍‌ ହୋଇ ପାରିବେ । ସେ କହିଛନ୍ତି ସେ ଦେଶରେ ପରିବର୍ତ୍ତନ ଆଣିବା ପାଇଁ ଖୁବ୍‌ ଶୀଘ୍ର ରାଜନୀତିରେ ପାଦ ଦେବାକୁ ଚାହାନ୍ତି , କିନ୍ତୁ ସେ ସେଠାରେ ରହିବାକୁ ଚାହାନ୍ତି ନାହିଁ । ମହୱିଶ୍‌ ଆହୁରି ମଧ୍ୟ କହିଛନ୍ତି କି ସେ ଇମ୍ରାନ ଖାନ୍‌ଙ୍କର ପାର୍ଟି ପାକିସ୍ତାନ ତହରିକ୍‌-ଏ—ଇନସାଫ୍‌ (ପିଟିଆଇ) ଓ ତାଙ୍କର ରାଜନୀତିରେ ପ୍ରେରିତ ହୋଇଛନ୍ତି । କାରଣ ତାଙ୍କର ଶାସନକୁ ଆସିବା ପରେ ସମାଜ ଓ ଲୋକଙ୍କ ବିଚାରରେ ସକରାତ୍ମକ ପରିବର୍ତ୍ତନ ଆସିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!