Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରସ୍ତୁତ କରନ୍ତୁ ଜଗନ୍ନାଥଙ୍କ ପ୍ରିୟ ମଗଜ ଲଡ଼ୁ

by ସଞ୍ଜୟ ସ୍ୱାଇଁ
July 15, 2021
in Feature News
ପ୍ରସ୍ତୁତ କରନ୍ତୁ ଜଗନ୍ନାଥଙ୍କ ପ୍ରିୟ ମଗଜ ଲଡ଼ୁ
115
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଜଗନ୍ନାଥଙ୍କ ପ୍ରିୟ ମଗଜ ଲଡ଼ୁ ପ୍ରସ୍ତୁତ କରିବା ପାଇଁ ଆସନ୍ତୁ ଜାଣିବା କ’ଣ କ’ଣ ସାମଗ୍ରୀ ଆବଶ୍ୟକ ।

ମଗଜ ଲଡ଼ୁ ପ୍ରସ୍ତୁତ ପାଇଁ ଆବଶ୍ୟକ ସାମଗ୍ରୀ ହେଲା- ଅଟା, ଘିଅ, ଚିନି, ଗୁଜୁରାତି ଓ ଲବଙ୍ଗ ।

୫ଟି ସାମଗ୍ରୀରେ ଆସନ୍ତୁ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଜାଣିବା-     ଗ୍ୟାସ୍କୁ ସିମ୍ କରି ଏକ ପ୍ୟାନ୍ ବସାନ୍ତୁ। ସେଥିରେ ଅଟା ପକାଇ ହାଲକା ଫ୍ରାଏ କରନ୍ତୁ। ଅଟା କଲର ଚେଞ୍ଜ ହେବା ପର୍ୟ୍ୟନ୍ତ ଏହାକୁ ଭାଜନ୍ତୁ। କଲର ଚେଞ୍ଜ ହେବା ପରେ ସେଥିରେ ଘିଅ ମିଶାନ୍ତୁ। ଏହାକୁ ଭଲ ଭାବେ ଗୋଳାନ୍ତୁ। ଏହାପରେ ଗ୍ୟାସ୍କୁ ବନ୍ଦ କରି ସେଥିରେ ଚିନି ଓ ଗଜରାତି, ଗୋଲମରିଚ ଗୁଣ୍ଡକୁ ପକାଇ ଦିଅନ୍ତୁ। ଏହାପରେ ଏହି ମିଶ୍ରଣକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ହାଲକା ଉଷୁମ ଥିବା ସମୟରେ ଏହାକୁ ହାତରେ ଗୁଳା କରି ମଗଜ ଲଡୁ ଆକାର ଦିଅନ୍ତୁ। ଏଠାରେ ମନେ ରଖନ୍ତୁ, ଯେତିକି ଅଟା ନେବେ ଘିଅ ତାହାର ଅଧା ନେବେ। ଫଳରେ ମଗଜ ଲଡ଼ୁର ନିଆର ସ୍ୱାଦ ପାଇପାରିବେ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!