Wednesday, August 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମତ୍ସଜିବୀଙ୍କୁ ମୋଫେଡ୍ ଓ ବରଫ ବାସ୍କ ବିତରଣ

by ସଞ୍ଜୟ ସ୍ୱାଇଁ
November 30, 2019
in Nayagarh, State
20
VIEWS
Share on FacebookShare on Twitter

ନୟାଗଡ଼ (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ମତ୍ସ ବିଭାଗ ଦ୍ୱାରା ଜିଲ୍ଲାର ୨୪ ଜଣ ମତ୍ସଜିବୀଙ୍କୁ ମୋଫେଡ ଓ ବରଫ ବାସ୍କ ବିତରଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ, ମତ୍ସ ଓ ପ୍ରାଣୀ ସଂପଦ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ରାଜସ୍ୱ କମିଶନର ଅନୀଲ କୁମାର ସାମଲ, ଜିଲ୍ଲାପାଳ ଡ. ପୋମା ଟୁଡୁ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ପକଳ୍ପ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର ରାୟ, ପୁରୀ ଉପ ମତ୍ସ ନିର୍ଦ୍ଦେଶକ ସୁବଳ ମହାନ୍ତି ଉପସ୍ଥିତ ରହିଥିଲେ । ନୀଳ ବିପ୍ଲବ ଯୋଜନାରେ ୪୦ ହଜାର ୬ ଶହଟଙ୍କାର ମୋଫେଡ ଗାଡ଼ି ଏବଂ ୪ ହଜାର ୬ଶହ ଟଙ୍କାର ବରଫ ବାସ୍କ ବିତରଣ କରାଯାଇଛି । ଏହି ଟଙ୍କାକୁ ମତ୍ସଜିବୀମାନେ ଭରଣ କରିଥିବା ବେଳେ ସେମାନଙ୍କୁ ନୀଳ ବିପ୍ଲବ ଯୋଜନା ଅନୁସାରେ ଅନୂସୂଚିତ ଜାତି ଓ ଜନଜାତିଙ୍କ ପାଇଁ ୬୦ ପ୍ରତିଶତ ସବସିଡ୍ ଥିବା ବେଳେ ସାଧାରଣ ବର୍ଗଙ୍କୁ ୪୦ ପ୍ରତିଶତ ସବସିଡ୍ ଦିଆଯିବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି । ଏହାଦ୍ୱାରା ମତ୍ସଜୀବୀଙ୍କର ପାରିବାରିକ ଉନ୍ନତୀ ଆସିବା ସହ ମାଛକୁ ଖାଉଟିଙ୍କ ପାଖରେ ସତେଜତା ସହିତ ପଂହଚା ଯାଇ ପାରିବ ବୋଲି ଜଣାପଡ଼ିଛି । ଏଥିରେ ଅତିରିକ୍ତ ମତ୍ସ ସହକାରୀ ଅଧିକାରୀ ସବିତା ଦାଶ, ପୁଲିନ୍ ମହାନ୍ତି, ରାଶକିଶୋର ପାତ୍ର ସମବାୟ ନୀରିକ୍ଷକ ସନ୍ତୋଷ ଦଳବେହେରା ପ୍ରମୂଖ ସାମିଲ ହୋଇଥିଲେ ।

Leave a Reply Cancel reply

Your email address will not be published. Required fields are marked *

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!